ETV Bharat / city

ରାଜ୍ୟରେ ଦିନକରେ 7,188 ପଜିଟିଭ ଚିହ୍ନଟ - ରାଜ୍ୟ କୋରୋନା

ପୁଣି ରାଜ୍ୟରେ କୋରୋନା ଗ୍ରାଫ ଉପର ମୁହାଁ । 24 ଘଣ୍ଟାରେ ପୁଣି 7 ହଜାର 188 କୋରୋନା ଆକ୍ରାନ୍ତ ଚିହ୍ନଟ ।

ରାଜ୍ୟରେ ଉପକ ମୁହାଁ କୋରୋନା , ଗୋଚିଏ ଦିନରେ 7,188 ପଡିଟିଭ ଚିହ୍ନଟ

author img

By

Published : May 29, 2021, 9:29 AM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ଗ୍ରାଫ ଉପର ମୁହାଁ । ଶୁକ୍ରବାର ସଂକ୍ରମଣ କମିଥିବା ବେଳେ ଆଜି ପୁଣି ଦୈନିକ ସଂକ୍ରମଣ ବୃଦ୍ଧି ପାଇଛି । ଶୁକ୍ରବାର ୬,୭୩୬ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ 24 ଘଣ୍ଟାରେ ପୁଣି 7 ହଜାର 188 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 402 ଜଣ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ରହିଥିବା ବେଳେ 3162 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 1134 ଚିହ୍ନଟ ହୋଇଥିବା ବେଳେ ଅନୁଗୋଳ ଜିଲ୍ଲାରୁ 515, ବାଲେଶ୍ବରରୁ 103, ବରଗଡ଼ରୁ 271, ଭଦ୍ରକରୁ 89, ବଲାଙ୍ଗୀରରୁ 93, ବୌଦ୍ଧରୁ 257, କଟକରୁ 690, ଦେବଗଡ଼ରୁ 61, ଢେଙ୍କାନାଳରୁ 255, ଗଜପତିରୁ 106, ଗଞ୍ଜାମରୁ 163, ଜଗତସିଂହପୁରରୁ 154, ଯାଜପୁରରୁ 406, ଝାରସୁଗୁଡ଼ାରୁ 114, କଳାହାଣ୍ଡିରୁ 177, କନ୍ଧମାଳରୁ 54, କେନ୍ଦ୍ରାପଡ଼ାରୁ 75, କେନ୍ଦୁଝରରୁ 57, କୋରାପୁଟରୁ 202, ମାଲକାନଗିରିରୁ 92, ମୟୂରଭଞ୍ଜରୁ 320, ନବରଙ୍ଗପୁରରୁ 216, ନୟାଗଡ଼ରୁ 242, ନୂଆପଡ଼ାରୁ 62, ପୁରୀରୁ 457, ରାୟଗଡ଼ାରୁ 165, ସମ୍ବଲପୁରରୁ 120, ସୋନପୁରରୁ 129, ସୁନ୍ଦରଗଡ଼ରୁ 172 ଏବଂ ଷ୍ଟେଟ୍‌ ପୁଲ୍‌ରୁ 237 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ 47 ହଜାର 143ରେ ପହଞ୍ଚିଛି ।

ଭୁବନେଶ୍ବର ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.