ETV Bharat / city

କମ୍ ଦରମା ଯୋଗୁଁ ଜୀବନ ହାରିଲେ ICICI ବ୍ୟାଙ୍କ ମ୍ୟାନେଜର

author img

By

Published : Jun 24, 2021, 6:09 AM IST

କୋରୋନା କାଳରେ ସାନଭାଇଠାରୁ କମ୍ ଦରମା ପାଇ ଜୀବନ ହାରିଲେ ବ୍ୟାଙ୍କ ମ୍ୟାନେଜର । ଅଧିକ ପଢନ୍ତୁ...

କମ୍ ଦରମା ଯୋଗୁଁ ଜୀବନ ହାରିଲେ ବ୍ୟାଙ୍କ ମ୍ୟାନେଜର

ଭୁବନେଶ୍ବର: ବର୍ଷକୁ ଦରମା ଥିଲା ୬ ଲକ୍ଷ ଟଙ୍କା । ତଥାପି ବିଚଳିତ ଥିଲା ମନ । ସାନ ଭାଇର ଦରମା ତୁଳନାରେ ଵର୍ଷକୁ କମ ଦରମା ପାଉଥିଲେ ବଡ ଭାଇ । ସାନଭାଇ ବର୍ଷକୁ ପାଉଥିଲେ ୨୦ଲକ୍ଷ ଟଙ୍କା । ହେଲେ ଵଡ଼ ଭାଇ ହୋଇ ବର୍ଷକୁ ପାଉଥିଲେ ମାତ୍ର ୬ଲକ୍ଷ । ଯିଏକି ୬ମାସ ପୂର୍ବେ ଶ୍ରୀୟା ସ୍କୋୟାର ICICI ବ୍ୟାଙ୍କର ଟ୍ରନଜାକ୍ସନ ମ୍ୟାନେଜରଭାବେ କାମ କରୁଥିଲେ । କାର୍ଯ୍ୟ ଚପରେ ଦରମା କମ ତା ପରେ କୋରୋନା ସମୟରେ ଖାଇବା ପିଇବା ଟେନସନ ।

ଯାହାକୁ ନେଇ ମାନସିକ ଅବସାଦରେ ଥିଲେ ବ୍ୟାଙ୍କ ମ୍ୟାନେଜର ଜଣକ । ଏପରିକି ଭଗବାନଙ୍କ ଉପରେ ବିଶ୍ବାସ ଥିଲା । ଜୀବନ ପ୍ରତି ବିତୃଷ୍ଣା ଆସିବା ପରେ ନିଜ ସାଙ୍ଗକୁ କହିଥିଲେ ଆଉ ବଞ୍ଚିବାକୁ ଇଛା ନାହିଁ । ଏପରିକି ଦୁଇବର୍ଷ ତଳେ ମୁମ୍ବାଇରେ ଓବରୟ ହୋଟେଲରେ କାମ କରୁଥିଲେ ।ଏମବିଏ କରି ଵ୍ୟାଙ୍କିଙ୍ଗରେ ଯୋଗଦେଇଥିଲେ କିଛି ଦିନ ପୂର୍ବେ । ଗତ ବର୍ଷ ନଭେମ୍ବରରେ ICICI ବ୍ୟାଙ୍କରେ ଯୋଗଦେଇଥିଲେ।ଶେଷରେ ସବୁକିଛି ଟେନସନ ସହି ନପାରି ଟ୍ରେନ ଟ୍ରାକକୁ ନିଜେ ଡେଇଁ ଆତ୍ମହତ୍ୟା କରିଥିଲେ । ଯାହାର ପ୍ରତ୍ୟକ୍ଷଦର୍ଶୀ ସେଦିନ ୧୨ଟା ୨୦ ଭେଲାପୁରମ ପୁରୁଲିଆ ୦୬୧୭୦ ଟ୍ରେନର ଲୋକପାଇଲଟ ।

ଯିଏକି ଜଣେ ଯୁବକ ହାପ ପାଣ୍ଟରେ ଆସି ହଟାତ ଟ୍ରେନ ସାମ୍ନାକୁ ଡେଇପଡିଥିଲେ ବୋଲି ସୁଚନା ଦେଇଛନ୍ତି ଜିଆରପି ଇନସ୍ପେକ୍ଟର । ୨୧ ତାରିଖରେ ରେଲଓ୍ବେ ଟ୍ରାକରେ ଆଇସିଆଇସିଆଇ ବ୍ୟାଙ୍କ ମ୍ୟାନେଜର ମୃତଦେହ ଜଵତ କରିଛି । ଜିଆରପି ପୋଲିସ କ୍ଷତାକ୍ତ ଅବସ୍ଥାରେ ଟ୍ରାକରୁ ଉଦ୍ଧାର କରିଥିଲେ । ମୃତକ ଜଣକ ଶ୍ରୀୟା ଛକ ଆଇସିଆଇସିଆଇ ବ୍ୟାଙ୍କର ଟ୍ରାନଜାକ୍ସନ ମ୍ୟାନେଜର ଗୌରବ ରାଜ ବୋଲି ପରେ ପୋଲିସ ଜାଣିବାକୁ ପାଇଥିଲା । ଯିଏକି ତାଙ୍କ ଘର ଭାଗଲପୂର ବିହାର।ସେ ଏଠାରେ ରହି ବ୍ୟାଙ୍କରେ କାମ କରୁଥିଲେ ।

ସତ୍ୟନଗରର ଓଭରବ୍ରିଜ ଠାରୁ ସହିଦନଗର ଓଭରବ୍ରିଜ ମଧ୍ୟରେ ଥିବା ରେଳ ଟ୍ରାକରୁ ମୃତଦେହ ମିଳିଥିଲା । ସେହିଦିନ ଠାରୁ ସେ ପଞ୍ଜାବୀ କଲୋନିରେ ରହୁଥିଲେ । କେସ ନମ୍ବର ୨୯ରେ ଏକ ଅପମୃତ୍ୟ ମାମଲା ରୁଜୁକରି ପରେ ପୋଷ୍ଟମର୍ଟମ କରିଛି ପୋଲିସ । ପରେ ପରିବାର ବର୍ଗଙ୍କୁ ମୃତ ଦେହକୁ ହସ୍ତାନ୍ତର କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.