ETV Bharat / city

ଇଶାନ ଅପହରଣ ଘଟଣା: ଅଭିଯୁକ୍ତକୁ ନେଇ ପୋଲିସର ସ୍ପଟ୍ ଭେରିଫିକେସନ୍

author img

By

Published : Feb 3, 2022, 8:32 PM IST

ଇଶାନ ଅପହରଣର spot verification ଦେଖାଇଛି ଅଭିଯୁକ୍ତ । ଲକ୍ଷ୍ମୀସାଗରରେ ଅର୍ଥାତ, ଯେଉଁଠୁ ସେମାନେ ଇଶାନକୁ ଅପହରଣ କରିଥିଲେ, ସେହି ସ୍ଥାନକୁ ନେଇ ପୋଲିସ ଏହି ଡେମୋ କରାଇଛି । ଅଧିକ ପଢନ୍ତୁ

ଇଶାନ ଅପହରଣ ଘଟଣାରେ ଅଭିଯୁକ୍ତକୁ ନେଇ spot verification କରିଛି ପୋଲିସ

ଭୁବନେଶ୍ବର: ଇଶାନ ଅପହରଣର ସ୍ପଟ୍ ଭେରିଫିକେସନ୍ (spot verification) ଦେଖାଇଛି ଅଭିଯୁକ୍ତ । ଲକ୍ଷ୍ମୀସାଗରରେ ଅର୍ଥାତ, ଯେଉଁଠୁ ସେମାନେ ଇଶାନକୁ ଅପହରଣ କରିଥିଲେ, ସେହି ସ୍ଥାନକୁ ନେଇ ପୋଲିସ ଏହି ସ୍ପଟ୍ ଭେରିଫିକେସନ୍ (spot verification) କରାଇଛି । ଇଶାନ ଅଗ୍ରୱାଲ ଅପହରଣ ମାମଲାରେ ବନ୍ଧୁ ସାଜିଥିଲା ଭିଲେନ ବୋଲି ପୋଲିସ ପ୍ରକାଶ କରିଛି ।

ଇଶାନ ଓ ଅଭିଯୁକ୍ତ ଧନେଶ୍ୱର ପାତ୍ର ବୋର୍ଡ ପରୀକ୍ଷା ଦେବାବେଳେ ଚିହ୍ନା ହୋଇ ସାଙ୍ଗ ହୋଇଥିଲେ । ଅପହରଣ କରିବା ପାଇଁ ଧନେଶ୍ୱର ହିଁ ଯୋଜନା କରିଥିଲା । ପୂର୍ବରୁ 4 ଅଭିଯୁକ୍ତ ଆଉ ଏକ ଅପହରଣରେ ଜେଲରେ ଥିବାବେଳେ ସେହିଠାରେ ହିଁ ପରସ୍ପର ଭିତରେ ଚିହ୍ନା ହୋଇଥିଲା । ସେପଟେ ଅଭିଯୁକ୍ତ ମାନଙ୍କର କ’ଣ ରହିଛି ଅପରାଧିକ ରେକର୍ଡ ତାର ଖୋଳତାଡ କରୁଛି ପୋଲିସ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.