ETV Bharat / city

ରେଲୱେ କର୍ମଚାରୀଙ୍କ ଝିଅଙ୍କୁ ଟାବଲେଟ ପ୍ରଦାନ - ଭୁବନେଶ୍ବର ଖବର

ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ ଦେବା ସହ ଉଚ୍ଚ ମାଧ୍ୟମିକ ପଢ଼ୁଥିବା ରେଲୱେ କର୍ମଚାରୀଙ୍କ ଝିଅଙ୍କୁ ସହାୟକ ହୋଇଛି ପୂର୍ବତଟ ରେଳପଥ । ରେଲୱେ କର୍ମଚାରୀଙ୍କ ଝିଅଙ୍କୁ ଟାବଲେଟ ପ୍ରଦାନ କରାଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 28, 2019, 10:57 AM IST

ଭୁବନେଶ୍ବର: ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ ଦେବା ସହ ଉଚ୍ଚ ମାଧ୍ୟମିକ ପଢ଼ୁଥିବା ରେଲୱେ କର୍ମଚାରୀଙ୍କ ଝିଅଙ୍କୁ ସହାୟକ ହୋଇଛି ପୂର୍ବତଟ ରେଳପଥ । ରେଲୱେ କର୍ମଚାରୀଙ୍କ ଝିଅଙ୍କ ଶିକ୍ଷା କ୍ଷେତ୍ରରେ ଅଭିନବୀକରଣ ସହିତ ଉତ୍କର୍ଷତା ଆଣିବା ପାଇଁ ପୂର୍ବତଟ ରେଳପଥ କେନ୍ଦ୍ରୀୟ କର୍ମଚାରୀ କଲ୍ୟାଣ ପାଣ୍ଠି ତରଫରୁ ଟାବଲେଟ ପ୍ରଦାନ କରାଯାଇଛି I

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ରେଳପଥର ପ୍ରମୁଖ ଅଧିକାରୀ ପ୍ରକାଶ ଚନ୍ଦ୍ର ନାୟକ ଏବଂ ଅନ୍ୟ ବିଭାଗୀୟ ପ୍ରମୁଖ ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଚ ମାଧ୍ୟମିକ ପଢ଼ୁଥିବା କର୍ମଚାରୀଙ୍କ ଝିଅଙ୍କୁ ଟାବଲେଟ ପ୍ରଦାନ କରାଯାଇଥିଲା I

ସର୍ବମୋଟ ୪୦୮ ଟାବଲେଟ ମଧ୍ୟରୁ ପୂର୍ବତଟ ରେଳପଥ ମୁଖ୍ୟାଳୟ ଏବଂ ମଞ୍ଚେଶ୍ବର ରେଳଡବା ମରାମତି କାରଖାନାରେ କାର୍ଯ୍ୟକରୁଥିବା ରେଳବାଇ କର୍ମଚାରୀଙ୍କ ଝିଅ ମାନଙ୍କୁ ୪୭ଟି ଟାବଲେଟ ପ୍ରଦାନ କରାଯାଇଛି । ସେହିଭଳି ୩୬୧ଟି ଟାବଲେଟକୁ ରେଳପଥର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ୱIଲଟିୟର ଏବଂ ସମ୍ବଲପୁର ରେଳମଣ୍ଡଳରେ କାର୍ଯ୍ୟକରୁଥିବା ରେଲୱେ କର୍ମଚାରୀଙ୍କ ଝିଅଙ୍କୁ ପ୍ରଦାନ କରାଯାଇଛି I

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ମହିଳା ସଶସ୍ତ୍ରୀକରଣକୁ ପ୍ରୋତ୍ସାହନ ଦେବା ସହିତ ଉଚ୍ଚ ମାଧ୍ୟମିକ ପଢ଼ୁଥିବା ରେଳବାଇ କର୍ମଚାରୀଙ୍କ ଝିଅ ମାନଙ୍କର ଶିକ୍ଷା କ୍ଷେତ୍ରରେ ଅଭିନବୀକରଣ ସହିତ ଉତ୍କର୍ଷତା ଆଣିବା ପାଇଁ ପୂର୍ବତଟ ରେଳପଥ କେନ୍ଦ୍ରୀୟ କର୍ମଚାରୀ କଲ୍ୟାଣ ପାଣ୍ଠି ତରଫରୁ ଟ୍ୟାବଲେଟ ପ୍ରଦାନ କରାଯାଇଅଛି I ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳପଥର ପ୍ରମୁଖ କାର୍ମୀକ ଅଧିକାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ନାୟକ ଏବଂ ଅନ୍ୟ ବିଭାଗୀୟ ପ୍ରମୁଖ ଅଧିକାରୀମାନଙ୍କ ଉପସ୍ଥିତିରେ ଉଚ୍ଚ ମାଧ୍ୟମିକ ପଢ଼ୁଥିବା କର୍ମଚାରୀ ମାନଙ୍କ ଝିଅ ମାନଙ୍କୁ ଟ୍ୟାବଲେଟ ପ୍ରଦାନ କରିଥିଲେ I ସର୍ବମୋଟ ୪୦୮ ଟ୍ୟାବଲେଟ ମଧ୍ୟରୁ ପୂର୍ବତଟ ରେଳପଥ ମୁଖ୍ୟାଳୟ ଏବଂ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନାରେ କାର୍ଯ୍ୟକରୁଥିବା ରେଳବାଇ କର୍ମଚାରୀ ମାନଙ୍କ ଝିଅ ମାନଙ୍କୁ ୪୭ଟି ପ୍ରଦାନ କରାଯାଇଥିବା ବେଳେ ୩୬୧ ଟି ଟ୍ୟାବଲେଟକୁ ରେଳପଥର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ୱIଲଟିୟର ଏବଂ ସମ୍ବଲପୁର ରେଳମଣ୍ଡଳରେ କାର୍ଯ୍ୟକରୁଥିବା ରେଳବାଇ କର୍ମଚାରୀ ମାନଙ୍କ ଝିଅ ମାନଙ୍କୁ ପ୍ରଦାନ କରାଯାଇଅଛି IBody:GConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.