ETV Bharat / city

ସୁନ୍ଦରଗଡରେ ହେବ ସର୍ବଶ୍ରେଷ୍ଠ ହକି ଷ୍ଟାଡିୟମ,ଖୁସି ବ୍ୟକ୍ତ କଲେ ହକିପ୍ରେମୀ - bhubaneswar news

ସୁନ୍ଦରଗଡରେ ହେବ ଦେଶର ସର୍ବଶ୍ରେଷ୍ଠ ହକି ଷ୍ଟାଡିୟମ । ଓଡିଶାରେ ଖେଳାଯିବ ହକି ବିଶ୍ବକପ । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିରେ ଖୁସି ସୁନ୍ଦରଗଡବାସୀ । ଅଧିକ ପଢନ୍ତୁ...

ସୁନ୍ଦରଗଡରେ ହେବ ସର୍ବଶ୍ରେଷ୍ଠ ହକି ଷ୍ଟାଡିୟମ
ସୁନ୍ଦରଗଡରେ ହେବ ସର୍ବଶ୍ରେଷ୍ଠ ହକି ଷ୍ଟାଡିୟମ
author img

By

Published : Dec 29, 2020, 2:12 PM IST

ଭୁବନେଶ୍ବର: ସୁନ୍ଦରଗଡରେ ହେବ ଦେଶର ସର୍ବଶ୍ରେଷ୍ଠ ହକି ଷ୍ଟାଡିୟମ । ଓଡିଶାରେ ଖେଳାଯିବ ହକି ବିଶ୍ବକପ । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିରେ ଖୁସି ସୁନ୍ଦରଗଡବାସୀ । ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ନିଷ୍ପତ୍ତି ପାଇଁ ସୁନ୍ଦରଗଡର ହକି ଖେଳାଳିଙ୍କ ସମେତ ହକିପ୍ରେମୀମାନେ ଭୁବନେଶ୍ବରରେ ପହଞ୍ଚିଛନ୍ତି।

ସୁନ୍ଦରଗଡରେ ହେବ ସର୍ବଶ୍ରେଷ୍ଠ ହକି ଷ୍ଟାଡିୟମ, ନବୀନନିବାସ ପହଞ୍ଚି ଖୁସି ବ୍ୟକ୍ତ କଲେ ହକିପ୍ରେମୀ

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି ହକିପ୍ରେମୀ। ଏୟାରପୋର୍ଟ ଛକରୁ ଏକ ବିରାଟ ପଟୁଆରରେ ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇ ନବୀନ ନିବାସରେ ପହଞ୍ଚିଥିଲେ ଅନେକ ନେତା ମନ୍ତ୍ରୀ। ଏହାସହ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ପ୍ରସଂଶା କରିଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.