ETV Bharat / city

ସମ ହସ୍ପିଟାଲକୁ କୋଭିଡ 19 ଟେଷ୍ଟ ପାଇଁ ଅନୁମତି - ସମ ହସ୍ପିଟାଲ

ସମ ହସ୍ପିଟାଲକୁ କୋଭିଡ 19 ଟେଷ୍ଟ ପାଇଁ ଅନୁମତି। କୋଭିଡ 19 ଟେଷ୍ଟ ପାଇଁ ଭୁବନେଶ୍ବରର ସମ ହସ୍ପିଟାଲକୁ ଅନୁମତି ଦିଆଯାଇଛି। ଅଧିକ ପଢନ୍ତୁ...

covid 19 testing
ସମ ହସ୍ପିଟାଲକୁ କୋଭିଡ 19 ଟେଷ୍ଟ ପାଇଁ ଅନୁମତି
author img

By

Published : May 12, 2020, 8:50 PM IST

ଭୁବନେଶ୍ବର: ସମ ହସ୍ପିଟାଲକୁ କୋଭିଡ 19 ଟେଷ୍ଟ ପାଇଁ ଅନୁମତି। କୋଭିଡ 19 ଟେଷ୍ଟ ପାଇଁ ଭୁବନେଶ୍ବରର ସମ ହସ୍ପିଟାଲକୁ ଅନୁମତି ଦିଆଯାଇଛି। ପୂର୍ବରୁ ରାଜ୍ୟରେ 8ଟି ହସ୍ପିଟାଲରେ ଟେଷ୍ଟିଂ କରାଯାଉଥିବାବେଳେ ଏବେ ସମ୍‌କୁ ଏହି ଅନୁମତି ମିଳିଛି ।

SUM hospital has received permission for conducting covid 19 testing
ସମ ହସ୍ପିଟାଲକୁ କୋଭିଡ 19 ଟେଷ୍ଟ ପାଇଁ ଅନୁମତି

ବର୍ତ୍ତମାନ ରାଜ୍ୟରେ 9ଟି ହସ୍ପିଟାଲରେ ହେବ କୋରୋନା ଟେଷ୍ଟ । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଭୁବନେଶ୍ବରରେ ପୂର୍ବରୁ ଏମ୍ସ, ଆପୋଲୋ, ଆରଏମଆରସିରେ ଏହି ଟେଷ୍ଟ କରାଯାଉଥିବାବେଳେ ବର୍ତ୍ତମାନ ସମ୍‌ ହସ୍ପିଟାଲ ଏଥିରେ ଯୋଡି ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.