ETV Bharat / city

ଇତିଶଙ୍କ ବହିଷ୍କାର ଦାବି କଲା ଛାତ୍ର କଂଗ୍ରେସ - ଛାତ୍ର କଂଗ୍ରେସର ଦାବି

କଂଗ୍ରେସରୁ ଇତିଶଙ୍କ ବହିଷ୍କାର ଦାବି କଲା ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ । ଛାତ୍ର କଂଗ୍ରେସର ପୂର୍ବତନ ରାଜ୍ୟ ସଂଯୋଜକ ଇତିଶ ପ୍ରଧାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 16, 2019, 8:14 PM IST

ଭୁବନେଶ୍ବର: କଂଗ୍ରେସରୁ ଇତିଶଙ୍କ ବହିଷ୍କାର ଦାବି କଲା ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ । ଛାତ୍ର କଂଗ୍ରେସର ପୂର୍ବତନ ରାଜ୍ୟ ସଂଯୋଜକ ଇତିଶ ପ୍ରଧାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଚରିତ୍ର ଉପରେ କଟୁ ସମାଲୋଚନା ଓ ବିଭିନ୍ନ ମନ୍ତବ୍ୟ ପ୍ରୟୋଗ କରି କଂଗ୍ରେସ ଦଳର ନୈତିକ ଆଭିମୁଖ୍ୟ ଉପରେ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଥିବାରୁ ସେ ଏଥିପାଇଁ ଇତିଶଙ୍କ ବହିଷ୍କାର ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଇତିଶ ପ୍ରଧାନଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଉ ବୋଲି ସୋମବାର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ନିକଟରେ ଦାବି କରିଛନ୍ତି ଛାତ୍ର କଂଗ୍ରେସର ରାଜ୍ୟ ସଂଯୋଜକ ୟାସିର ନୱାଜ। ଛାତ୍ର କଂଗ୍ରେସର ପଦାଧିକାରୀ ଓ କର୍ମୀମାନେ ଏଥିପାଇଁ ଅତ୍ୟନ୍ତ ମର୍ମାହତ। ଇତିଶଙ୍କ ଏପରି ମନ୍ତବ୍ୟ ଅଗଣତାନ୍ତ୍ରିକ , ଅସାମ୍ବିଧାନିକ ଓ ସଭ୍ୟ ସମାଜରେ ଆଦୌ ଗ୍ରହଣୀୟ ନୁହେଁ ବୋଲି ୟାସିର ନୱାଜ କହିଛନ୍ତି।

ଇତିଶ ଜଣେ ଧୋକାବାଜ ଓ ବେଇମାନର ସମସ୍ତ ସୀମା ଟପି ଯାଇଛନ୍ତି ତେଣୁ ତାଙ୍କ ବିରୋଧରେ ଭୁବନେଶ୍ବରେରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ନୱାଜ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Intro:କଂଗ୍ରେସ ରୁ ଇତିଶ ଙ୍କ ବହିଷ୍କାର ଦାବି କଲା ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ।Body:ଛାତ୍ର କଂଗ୍ରେସର ପୂର୍ବତନ ରାଜ୍ୟ ସଂଯୋଜକ ଇତିଶ ପ୍ରଧାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ।ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ଚରିତ୍ର ଉପରେ କଟୁ ସମାଲୋଚନା ଓ ବିଭିନ୍ନ ଅଭଦ୍ରୋଚିତ ଭାଷା ପ୍ରୟୋଗ କଂଗ୍ରେସ ଦଳର ନୈତିକ ଆଭିମୁଖ୍ୟ ଉପରେ ମଧ୍ୟ ଅଙ୍ଗୁଳି ନିର୍ଦ୍ଧେଶ କରିଥିବାରୁ ଇତିଶ ପ୍ରଧାନକୁ ଦଳରୁ ୬ବର୍ଷ ପାଇଁ ବହିଷ୍କାର କରାଯାଉ ବୋଲି ସୋମବାର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଙ୍କ ନିକଟରେ ଦାବି କରିଛନ୍ତି ଛାତ୍ର କଂଗ୍ରେସ ର ରାଜ୍ୟ ସଂଯୋଜକ ୟାସିର ନୱାଜ।ଛାତ୍ର କଂଗ୍ରେସର ପଦାଧିକାରୀ ଓ କର୍ମୀମାନେ ଏଥିପାଇଁ ଅତ୍ୟନ୍ତ ମର୍ମାହତ,ଇତିଶ ଙ୍କ ଏପରି ମନ୍ତବ୍ୟ ଅଗଣତାନ୍ତ୍ରିକ ,ଅସମ୍ବିଧାନିକ ଓ ସଭ୍ୟ ସମାଜରେ ଆଦୋୟ ଗ୍ରହଣୀୟ ନୁହେଁ ବୋଲି ୟାସିର ନୱାଜ କହିଛନ୍ତି।ଇତିଶ ଜଣେ ଧୋକାବାଜ ,ଦଲାଲ ଓ ବେଇମାନର ସମସ୍ତ ସୀମା ଟପି ଯାଇଛନ୍ତି ତେଣୁ, ତାଙ୍କ ବିରୋଧରେ ଭୁବନେଶ୍ୱର ରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ନୱାଜConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.