ETV Bharat / city

କୋରୋନା ଭୟ; ରାଜ୍ୟ ମାନବାଧିକାର ଆୟୋଗ ପକ୍ଷରୁ ସତର୍କ ସୂଚନା ଜାରି - State human rights commission issued a warning for Corona

ବିଶ୍ବରେ ଆତଙ୍କ ଖେଳାଇଛି କୋରୋନା। ଯାହାକୁ ଲକ୍ଷ୍ୟ କରି ରାଜ୍ୟ ମାନବାଧିକାର ଆୟୋଗ ସତର୍କ ସୂଚନା ଜାରି କରିଛି।

State human rights commission issued a warning for Corona
କୋରୋନା ଭୟ; ରାଜ୍ୟ ମାନବାଧିକାର ଆୟୋଗ ପକ୍ଷରୁ ସତର୍କ ସୂଚନା ଜାରି
author img

By

Published : Mar 17, 2020, 12:19 PM IST

ଭୁବନେଶ୍ବର: ବିଶ୍ବରେ ଆତଙ୍କ ଖେଳାଇଛି କୋରୋନା। ରାଜ୍ୟରେ ମଧ୍ୟ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟ ସରକାର ଏନେଇ ଅନେକ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରିଥିବାବେଳେ ରାଜ୍ୟ ମାନବାଧିକାର ଆୟୋଗ ମଧ୍ୟ ସତର୍କ ସୂଚନା ଜାରି କରିଛି।

State human rights commission issued a warning for Corona
କୋରୋନା ଭୟ; ରାଜ୍ୟ ମାନବାଧିକାର ଆୟୋଗ ପକ୍ଷରୁ ସତର୍କ ସୂଚନା ଜାରି

ଏହା ଉଭୟ ସାଧାରଣ ଜନତା ଓ ମାନବାଧିକାର କର୍ମୀଙ୍କ ପାଇଁ ଜାରି କରାଯାଇଛି। ଆୟୋଗ ନିକଟରେ ମାମଲାର ଶୁଣାଣିବେଳେ ଅଭିଯୋଗକାରୀ ଓ ମାନବାଧିକାର କର୍ମୀ କୋର୍ଟରେ ଉପସ୍ଥିତ ରହିବେ ବୋଲି ପରାମର୍ଶ ଦିଆଯାଇଛି। ଗୁରୁତ୍ବପୂର୍ଣ୍ଣ ମାମଲାରେ ସମ୍ପୃକ୍ତି ଥିବା ଲୋକେ ହିଁ କେବଳ ଆସିବା ସହ ଅନ୍ୟମାନେ ଅଯଥା ନଆସିବାକୁ କୁହାଯାଇଛି ।

ସେହିପରି ଏଠାକୁ ଆସୁଥିବା ଅଭିଯୋଗକାରୀ, କାର୍ଯ୍ୟରତ କର୍ମଚାରୀ ଓ ଓକିଲମାନେ ଏହି ସର୍ତ୍ତାବଳୀକୁ ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.