ETV Bharat / city

Health Director On Omicron; ନୂଆ ଭୂତାଣୁକୁ ନେଇ ଆତଙ୍କିତ ହୁଅନ୍ତୁନି - ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ

କୋରୋନାର ନୂଆ ଭାରିଏଣ୍ଟକୁ ନେଇ ଚିନ୍ତାରେ ସାରା ବିଶ୍ବ । ବର୍ତ୍ତମାନ ସୁଦ୍ଧା 27ଟି ଦେଶକୁ ପହଞ୍ଚି ସାରିଲାଣୀ । ଅଧିକ ପଢନ୍ତୁ

ନୂଆ ଭୁତାଣୁକୁ ନେଇ ରାଜ୍ୟରେ କୌଣସି ଆତଙ୍କି ଭଳି ସ୍ଥିତି ନାହିଁ: Health Director

author img

By

Published : Dec 2, 2021, 4:43 PM IST

ଭୁବନେଶ୍ବର: କୋରୋନାର ନୂଆ ଭାରିଏଣ୍ଟକୁ ନେଇ ଚିନ୍ତାରେ ସାରା ବିଶ୍ବ । ବର୍ତ୍ତମାନ ସୁଦ୍ଧା 27ଟି ଦେଶକୁ ପହଞ୍ଚି ସାରିଲାଣୀ । ଏହି ଭୂତାଣୁକୁ ନେଇ ଆହୁରି କିଛି ସମୟ ଲାଗିବ । ଭୂତାଣୁର ଭୟାବହତା କିଭଳି ରହୁଛି । ଏହାକୁ ଜାଣିବା ପାଇଁ ଅନୁସନ୍ଧାନ ଜାରି ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଯେଉଁ ପର୍ଯ୍ୟନ୍ତ ଭୂତାଣୁ ବିଷୟରେ କିଛି ଜଣାପଡିନାହିଁ ।

ନୂଆ ଭୁତାଣୁକୁ ନେଇ ରାଜ୍ୟରେ କୌଣସି ଆତଙ୍କି ଭଳି ସ୍ଥିତି ନାହିଁ: Health Director

ସେ ପର୍ଯ୍ୟନ୍ତ ଜନସାଧାରଣ ମାନଙ୍କୁ ଡରାଇବା ଠିକ ନୁହେଁ । ଏହାକୁ ନେଇ ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଟୀକାକରଣ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ମାକ୍ସକୁ ଅଧିକ ଗୁରୁତ୍ଵ ଦେବା । ଯଦି କୌଣସି ଲକ୍ଷଣ ଆସୁଛି । ଯଥା ସମ୍ଭବ ଟେଷ୍ଟ କରାଇନେବା । ଲୋକଙ୍କ ସହ ମିଳାମିଶା କରିବା ନାହିଁ । ଯେଉଁମାନେ ବିଦେଶରୁ ଆସୁଛନ୍ତି ସେମାନଙ୍କର ତଥ୍ୟ ଖୁବ ଶୀଘ୍ର ପ୍ରଦାନ କରାଇବା । ଏପର୍ଯ୍ୟନ୍ତ ରାଜ୍ୟରେ କୌଣସି ଆତଙ୍କ ନାହିଁ । ତଥାପି ସଚେତନ ରହିବା ଆବଶ୍ୟକ।

ଏହାକୁ ନେଇ ମଧ୍ୟ ବୁଧବାର ମୁଖ୍ୟମନ୍ତ୍ରୀ ଏକ ସମୀକ୍ଷା ବୈଠକ କରିଥିଲେ । ଯେଉଁଥିରେ ସମସ୍ତ ଜନସାଧାରଣଙ୍କୁ ଅପିଲ କରିଛନ୍ତି ଯେ ସମସ୍ତେ କୋଭିଡ ନିୟମ କଡ଼ାକଡ଼ି ଭାବରେ ମାନିବାକୁ । କୋରୋନାର ନୂଆ ଭୂତାଣୁକୁ ନେଇ ବିଦେଶରୁ ଆସୁଥିବା ଯାତ୍ରୀ ମାନଙ୍କ ଉପରେ କେନ୍ଦ୍ର ସରକାରଙ୍କର ନଜର ରହିଛି। ବିପଦ ରହିଥିବା ଦେଶରୁ ଯାତ୍ରୀ ଆସିଲେ ବିମାନବନ୍ଦରରେ ଆରଟିପିସିଆର ଟେଷ୍ଟ କରାଯିବ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.