ETV Bharat / city

ବିଜେପି ପ୍ରତିଶୋଧ ରାଜନୀତି କରୁଛି

author img

By

Published : Jun 16, 2022, 10:02 PM IST

ଜାରି ରହିଛି କଂଗ୍ରେସର ବିକ୍ଷୋଭ ପ୍ରତିବାଦ ପ୍ରଦର୍ଶନ। କଂଗ୍ରେସ ଅଭିଯୋଗ କରିଛି ବିଜେପି ସରକାର ପ୍ରତିଶୋଧ ରାଜନୀତି କରୁଛନ୍ତି ବୋଲି ରାଜ୍ୟ କଂଗ୍ରେସ। ଦିଲ୍ଲୀ କଂଗ୍ରେସ ଅଫିସରେ ପୋଲିସ ପଶି ଲାଠି ଚାର୍ଜ କରିବା ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି 3 ଦିନ ଧରି ଜେରା କରିବା ଘଟଣାକୁ ନିନ୍ଦା କରିଛି କଂଗ୍ରେସ। ଅଧିକ ପଢନ୍ତୁ

ବିଜେପି  ପ୍ରତିଶୋଧ ରାଜନୀତି କରୁଛି
ବିଜେପି ପ୍ରତିଶୋଧ ରାଜନୀତି କରୁଛି

ଭୁବନେଶ୍ବର: ଜାରି ରହିଛି କଂଗ୍ରେସର ବିକ୍ଷୋଭ ପ୍ରତିବାଦ ପ୍ରଦର୍ଶନ। କଂଗ୍ରେସ ଅଭିଯୋଗ କରିଛି ବିଜେପି ସରକାର ପ୍ରତିଶୋଧ ରାଜନୀତି କରୁଛନ୍ତି ବୋଲି ରାଜ୍ୟ କଂଗ୍ରେସ। ଦିଲ୍ଲୀ କଂଗ୍ରେସ ଅଫିସରେ ପୋଲିସ ପଶି ଲାଠି ଚାର୍ଜ କରିବା ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି 3 ଦିନ ଧରି ଜେରା କରିବା ଘଟଣାକୁ ନିନ୍ଦା କରିଛି କଂଗ୍ରେସ।

ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି ବିଜେପି ଅସହିଷ୍ଣୁ ହୋଇ ଆକ୍ରୋଶ ମୂଳକ ଭାବରେ ଦଳୀୟ ନେତାଙ୍କୁ ଏଭଳି ବ୍ୟବହାର କରୁଛି । ପୋଲିସ ଏବଂ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା କେନ୍ଦ୍ର ସରକାରଙ୍କ ହାତ ବାରିସୀ ହୋଇ ଏଭଳି କାର୍ଯ୍ୟ କରୁଥିବା କହିଛି ଦଳ ।

ଏହା ବିରୋଧରେ ଆଜି ରାଜଭବନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛି ପ୍ରଦେଶ କଂଗ୍ରେସ। ଆସନ୍ତାକାଲି ଦଳ ସମସ୍ତ ଜିଲ୍ଲାରେ ଥିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବ କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.