ETV Bharat / city

‘ସମସ୍ତ ଆଇକନିକ ସ୍ଥାନରେ ଗାନ ହେବ ବନ୍ଦେ ଉତ୍କଳ ଜନନୀ’ - a patriotic Odia song

ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଙ୍ଗଠନ ସହ ବିଜେଡିର ୩୦ ସାଙ୍ଗଠନିକ ଜିଲ୍ଲାରେ କୋଭିଡ ଯୋଦ୍ଧାମାନଙ୍କ ମନୋବଳ ବୃଦ୍ଧି ପାଇଁ ବନ୍ଦେ ଉତ୍କଳ ଜନନୀକୁ ସାମୂହିକ ଗାନ ।

ସମସ୍ତ ଆଇକନିକ ସ୍ଥାନରେ ଗାନ ହେବ 'ବନ୍ଦେଉତ୍କଳ ଜନନୀ': ସଞ୍ଜୟ ଦାସବର୍ମା

author img

By

Published : May 29, 2020, 1:39 PM IST

ଭୁବନେଶ୍ବର: ରାଜ୍ୟବାସୀ କୋରୋନାକୁ ମୁକାବିଲା କରୁଥିବା ବେଳେ କୋରୋନା ଯୋଦ୍ଧାମାନଙ୍କୁ ସମ୍ମାନିତ କରିବା ପାଇଁ ଦେଶ ଭିତରେ ଓ ବାହାରେ ରହୁଥିବା ଓଡିଆମାନେ କୋଭିଡ ଯୋଦ୍ଧାମାନଙ୍କ ମନୋବଳ ବୃଦ୍ଧି ପାଇଁ ବନ୍ଦେ ଉତ୍କଳ ଜନନୀକୁ ସାମୂହିକ ଗାନ କରିବେ ।

ସମସ୍ତ ଆଇକନିକ ସ୍ଥାନରେ ଗାନ ହେବ 'ବନ୍ଦେଉତ୍କଳ ଜନନୀ': ସଞ୍ଜୟ ଦାସବର୍ମା

ଏଥିରେ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଙ୍ଗଠନ ସହ ବିଜେଡିର ୩୦ ସାଙ୍ଗଠନିକ ଜିଲ୍ଲାରେ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ କହିଛନ୍ତି ସଞ୍ଜୟ ଦାସବର୍ମା । ଏହାସହ ବିଭିନ୍ନ ଆଇକନିକ ସ୍ଥାନ ମାନଙ୍କରେ ମଧ୍ୟ ସାମାଜିକ ଦୂରତାକୁ ଅବଲମ୍ବନ କରି ବନ୍ଦେଉତ୍କଳ ଜନନୀ ଗାନ କରାଯିବ ବୋଲି ଦାସବର୍ମା କହିଛନ୍ତି । ଏହା କୋରୋନା ଯୋଦ୍ଧାଙ୍କ ମନୋବଳ ବୃଦ୍ଧି କରିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.