ETV Bharat / city

ସପ୍ତାହରେ 10 ହଜାର ଉପଭୋକ୍ତାଙ୍କ ବିଦ୍ୟୁତ କାଟ - 10 ହଜାର ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ କଟିଲାଣି

ରାଜ୍ୟରେ ଜାରି ରହିଛି ବିଦ୍ୟୁତ କାଟ । ସାତ ଦିନରେ ସେସୁ 31 କୋଟି 51 ଲକ୍ଷ ଟଙ୍କା ଆଦାୟ କରିଛି ସେସୁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସପ୍ତାହରେ 10 ହଜାର ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ କଟିଲାଣି
ସପ୍ତାହରେ 10 ହଜାର ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ କଟିଲାଣି
author img

By

Published : Jan 22, 2020, 9:24 PM IST

ଭୁବନେଶ୍ବର: ଲଗାତର ସପ୍ତମ ଦିନ ପାଇଁ ସେସୁ ପକ୍ଷରୁ ବିଦ୍ୟୁତ କାଟ ଜାରି ରହିଛି । ସାତ ଦିନରେ ସେସୁ 31 କୋଟି 51 ଲକ୍ଷ ଟଙ୍କା ଆଦାୟ କରିଛି । ମୋଟ 10 ହଜାର 406 ଜଣଙ୍କ ବିଦ୍ୟୁତ ସଂଯୋଗ କଟାଯାଇଛି ବୋଲି ସେସୁ ପ୍ରେସ ବିଜ୍ଞପ୍ତିରେ କହିଛି ।

sesu-continue-cut-electricity-in-odisha
ସପ୍ତାହରେ 10 ହଜାର ଉପଭୋକ୍ତାଙ୍କ ବିଦ୍ୟୁତ କାଟ

ସେସୁ ପକ୍ଷରୁ ଏହି ଅଭିଯାନ ଜାରି ରହିଛି । ସେହିପରି ଅନଲାଇନରେ ଅଧିକାଂଶ ଉପଭୋକ୍ତା ସେମାନଙ୍କ ଦେୟ ପଇଠ କରୁଛନ୍ତି । ଏହି ସମୟ ମଧ୍ୟରେ ପ୍ରାୟ 3 କୋଟି ଟଙ୍କା ଅନଲାଇନ ଜରିଆରେ ପଇଠ ହୋଇଥିବା ଜଣାଯାଇଛି । ଏହାକୁ ମିଶାଇଲେ କମ୍ପାନୀର ମୋଟ ଦେୟ ସଂଗ୍ରହ ରାଶି 33 କୋଟି 83 ଲକ୍ଷ ଟଙ୍କା ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଲଗାତର ସପ୍ତମ ଦିନ ପାଇଁ ସେସୁ ତରଫରୁ ବିଦ୍ୟୁତ ସଂଯୋଗ କାଟ ଜାରି ରହିଛି। ସାତ ଦିନରେ ସେସୁ 31 କୋଟି 51 ଲକ୍ଷ ଟଙ୍କା ଆଦାଯ କରିଛି। ମୋଟ 10 ହଜାର 406 ଜଣଙ୍କ ବିଦ୍ୟୁତ ସଂଯୋଗ କଟାଯାଇଛି ବୋଲି ସେସୁ ତରଫରୁ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ସେସୁ ପକ୍ଷରୁ ଏହି ଡ୍ରାଇଭ ଜାରି ରହିଛି। ସେହିପରି ଅନ୍ଲାଇନ୍ରେ ଅଧିକାଂଶ ଉପଭୋକ୍ତା ସେମାନଙ୍କ ଦେୟ ପଇଠ କରୁଛନ୍ତି। ଏହି ସମୟ ମଧ୍ୟରେ ପ୍ରାୟ 3 କୋଟି ତାଙ୍କ ଅନ୍ଲାଇନ ଜରିଆରେ ପଇଠ ହୋଇଥିବା ଜଣାଯାଇଛି। ଏହାକୁ ମିଶାଇଲେ କମ୍ପାନୀର ମୋଟ ଦେୟ ସଂଗ୍ରହ ରାଶି 33 କୋଟି 83 ଲକ୍ଷ ଟଙ୍କା ରହିଛି।Body:KConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.