ETV Bharat / city

ଭୁବନେଶ୍ବରରେ ବରିଷ୍ଠ କଂଗ୍ରେସ ନେତ୍ରୀ ଦୀପା ଦାସ ମୁନ୍ସୀ - Deepa das munshi in bhubaneswar

'ଭାରତ ବଞ୍ଚାଓ' ବିକ୍ଷୋଭ ସମାବେଶରେ ଯୋଗ ଦେବା ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ଦୀପା ଦାସ ମୁନ୍ସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 22, 2019, 10:57 PM IST

Updated : Nov 23, 2019, 1:52 AM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବରିଷ୍ଠ କଂଗ୍ରେସ ନେତ୍ରୀ ଦୀପା ଦାସ ମୁନ୍ସୀ । ଶନିବାର ରାଜଧାନୀରେ ଆୟୋଜିତ 'ଭାରତ ବଞ୍ଚାଓ' ବିକ୍ଷୋଭ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସାରା ଦେଶରେ ଶିଥିଳ ଅର୍ଥନୈତିକ ବ୍ୟବସ୍ଥାକୁ ନେଇ କଂଗ୍ରେସ ପକ୍ଷରୁ ଆୟୋଜିତ ଏହି ବିକ୍ଷୋଭ ଡିସେମ୍ବର ୧୪ ପର୍ଯ୍ୟନ୍ତ ଚାଲୁ ରହିବ ।

ଭୁବନେଶ୍ବରରେ ବରିଷ୍ଠ କଂଗ୍ରେସ ନେତ୍ରୀ ଦୀପା ଦାସ ମୁନ୍ସୀ

ଶୁକ୍ରବାର ସନ୍ଧ୍ୟାରେ କଂଗ୍ରେସର ବରିଷ୍ଠ ନେତ୍ରୀ ଦୀପା ଦାସ ମୁନ୍ସୀ ଭୁବନେଶ୍ବରେ ପହଞ୍ଚିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଭୁବନେଶ୍ୱର ରେ ବରିଷ୍ଠ କଂଗ୍ରେସ ନେତ୍ରୀ ଦୀପା ଦାସ ମୁନ୍ସୀ।

Body:ଭୁବନେଶ୍ୱର ରେ ବରିଷ୍ଠ କଂଗ୍ରେସ ନେତ୍ରୀ ଦୀପା ଦାସ ମୁନ୍ସୀ।ଆସନ୍ତା କାଲି ଭୁବନେଶ୍ୱର ରେ ଭାରତ ବଞ୍ଚାଓ ବିକ୍ଷୋଭ ସମାବେଶ ରେ ଯୋଗ ଦେବେ।ସାରା ଦେଶରେ ଶିଥିଳ ଅର୍ଥନୈତିକ ନେଇ କଂଗ୍ରେସ ପକ୍ଷରୁ ଡିସେମ୍ବର ୧୪ ପର୍ଯ୍ୟନ୍ତ ଚାଲୁ ରହିବ ଭାରତ ବଚାଓ ବିକ୍ଷୋଭ।

ଶୁକ୍ରବାର ସନ୍ଧ୍ୟାରେ କଂଗ୍ରେସର ବରିଷ୍ଠ ନେତ୍ରୀ ଦୀପା ଦାସ ମୁନ୍ସୀ ଭୁବନେଶ୍ୱର ରେ ପହଞ୍ଚିଛନ୍ତି।

Conclusion:
Last Updated : Nov 23, 2019, 1:52 AM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.