ETV Bharat / city

ରାଜଧାନୀର 6ଟି କେନ୍ଦ୍ରରେ ଚାଲିଛି ଦ୍ବିତୀୟ ଡୋଜ ଟୀକାକରଣ - ଦ୍ବିତୀୟ ଡୋଜ କୋରୋନା ଟୀକାକରଣ

ଭୁବନେଶ୍ବରରେ ଦ୍ବିତୀୟ ଡୋଜ କୋରୋନା ଟୀକାକାରଣ ଜାରି ରହିଛି । 6ଟି କେନ୍ଦ୍ରରେ ଚାଲିଛି ଟୀକାକରଣ । ଅଧିକ ପଢନ୍ତୁ...

ଦ୍ବିତୀୟ ଡୋଜ କୋରୋନା ଟୀକାକରଣ
ଦ୍ବିତୀୟ ଡୋଜ କୋରୋନା ଟୀକାକରଣ
author img

By

Published : Feb 15, 2021, 1:58 PM IST

ଭୁବନେଶ୍ବର: ରାଜଧାନୀରେ ଦ୍ବିତୀୟ ଡୋଜ କୋରୋନା ଟୀକାକାରଣ ଜାରି ରହିଛି । 6ଟି କେନ୍ଦ୍ରରେ ଚାଲିଛି ଟୀକାକରଣ । 612 ଜଣଙ୍କୁ ଦିଆଯିବ ପ୍ରଥମ ପର୍ଯ୍ୟାୟର ଦ୍ବିତୀୟ ଡୋଜ ଟିକା । ଭୁବନେଶ୍ବର ମହାନଗରରେ କୋଭାକ୍ସିନ ଟିକା ଦିଆଯାଉଛି ।

ରାଜଧାନୀର 6ଟି କେନ୍ଦ୍ରରେ ଚାଲିଛି ଦ୍ବିତୀୟ ଡୋଜ ଟୀକାକରଣ

ଦ୍ବିତୀୟ ଡୋଜ ଟୀକାକରଣ କ୍ୟାପିଟାଲ ହସ୍ପିଟାଲ, ୟୁନିଟ-4 ହସ୍ପିଟାଲ, କିମ୍ସ, ସମ, ବିଏମସି ହସ୍ପିଟାଲ ପୁରୁଣା ଭୁବନେଶ୍ବର ଆଦି କେନ୍ଦ୍ର୍ରରେ କରାଯାଉଛି । ସେପଟେ, ପ୍ରଥମ ପର୍ଯ୍ୟାୟ ଟୀକାକରଣକୁ ଫେବୃଆରୀ 25 ଯାଏଁ ବୃଦ୍ଧି କରାଯାଇଛି । ପ୍ରଥମ ଡୋଜ ଟୀକାକରଣର 28 ଦିନ ପରେ ଦ୍ବିତୀୟ ଡୋଜ ଟିକା ଦିଆଯାଉଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.