ETV Bharat / city

କଡାକଡି ହେବ ଯୁକ୍ତ 2 ପ୍ରଥମ ବର୍ଷ ଓ ଶ୍ରେଣୀଗୃହ ଉପସ୍ଥାନ ନିୟମ - ଶ୍ରେଣୀଗୃହ ଉପସ୍ଥାନ ନିୟମ

ଏଣିକି ଯୁକ୍ତ 2 ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର 25 ପ୍ରତିଶତ ପାଠ ଦ୍ବିତୀୟ ବର୍ଷରେ ପରୀକ୍ଷା ଦେବେ । ଏଥିସହିତ ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ 75 ପ୍ରତିଶତ ରହିବା ନିୟମକୁ କଡାକଡି କରାଯିବ । ଆୟୋଜିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ଏହି ନିଷ୍ପତ୍ତି ନେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 22, 2019, 11:59 PM IST

ଭୁବନେଶ୍ବର: ଏଣିକି ଯୁକ୍ତ 2 ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର 25 ପ୍ରତିଶତ ପାଠ ଦ୍ବିତୀୟ ବର୍ଷରେ ପରୀକ୍ଷା ଦେବେ । ଏଥିସହିତ ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ 75 ପ୍ରତିଶତ ରହିବା ନିୟମକୁ କଡାକଡି କରାଯିବ । ଛାତ୍ରଛାତ୍ରୀଙ୍କ ପାଠପଢାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ମଙ୍ଗଳବାର ଆୟୋଜିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଯୁକ୍ତ 2 ପ୍ରଥମ ବର୍ଷରେ ପରୀକ୍ଷାର କିଛି ମୂଲ୍ୟ ନଥାଏ । ତେଣୁ ଦ୍ବିତୀୟ ବର୍ଷରେ ପ୍ରଥମ ବର୍ଷର ସିଲାବସରୁ 25 ପ୍ରତିଶତ ବିଷୟ ପରୀକ୍ଷାରେ ଆସିବ । ଯଦ୍ବାରା ଛାତ୍ରଛାତ୍ରୀମାନେ ଗୁରୁତ୍ବର ସହ ପ୍ରଥମ ବର୍ଷର ପାଠ ପଢିପାରିବେ । ତେବେ ଏହି ବୈଠକରେ ଆଲୋଚନା ହୋଇଥିବା ବିଷୟ ଗୁଡିକୁ ଏକାଡେମିକ୍‌ କାଉନସିଲକୁ ପଠାଯିବ । ସେମାନେ ନିର୍ଦ୍ଧାରିତ ଭାବରେ ଏହାକୁ ଧ୍ୟାନ ଦେବେ ବୋଲି ଆଶା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏନଏସଏସ ପାଇଁ କେନ୍ଦ୍ରକୁ ଚିଠି ମଧ୍ୟ ଲେଖାଯିବ । ଏହାସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ କେନ୍ଦ୍ରକୁ ଜଣାଇବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ପ୍ଲାସ ଟୁ ପରୀକ୍ଷା ଓ ଶ୍ରେଣୀ ଗୃହରେ ଛାତ୍ର ଛାତ୍ରୀଙ୍କ ଉପସ୍ଥିତି କଡାକଡୀ: ଗଣଶିକ୍ଷା ମନ୍ତ୍ରୀ

ଏଣିକି ଛାତ୍ର ଛାତ୍ରୀମାନେ ପ୍ଲାସ ଟୁ ଦ୍ୱିତୀୟ ବର୍ଷ ରେ 25 ଶତକଡା ଭାଗ ପ୍ରଥମ ବର୍ଷ ର ବିଷୟରେ ପରୀକ୍ଷା ଦେବେ। ଏହା ସହ ଛାତ୍ର ଛାତ୍ରୀମାନଙ୍କ ଶ୍ରେଣୀ ଗୃହରେ 75 ଶତକଡା ଉଅପସ୍ଥିତ ରହିବା କୁ କଡ଼ାକଡ଼ି କରାଯାଇଛି।

Body:

ଛାତ୍ର ଛାତ୍ରୀଙ୍କ ପାଠ ପଢାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ କରିଛନ୍ତି। ଛାତ୍ର ଛାତ୍ରୀ କିଭଳି ଭାବରେ ପ୍ଲାସ ଟୁ ପ୍ରଥମ ବର୍ଷ ରେ ଭଲ ପାଠ ପଢିବା ସହ ଦ୍ୱିତୀୟ ବର୍ଷ ଇ ପ୍ରଥମ ବର୍ଷ ର 25 ଭାଗ ବିଷୟ ଦ୍ୱିତୀୟ ବର୍ଷ ର ପରୀକ୍ଷା ରେ ଅନ୍ତର୍ଭୂକ୍ତ ହେବ। ଏହା ସହ ଉଚ୍ଚ ଶିକ୍ଷା ମନ୍ତ୍ରୀ ଯେଉଇଁ ଭଳି ଭାବରେ ସମସ୍ତ ଛାତ୍ର ଛାତ୍ରୀଙ୍କ ପାଇଁ 75 ଶତକଡା ଶ୍ରେଣୀ ରେ ଉପସ୍ଥାପନ ରହିବା ପାଇଁ ନିର୍ଦେଶ କରାଯାଇଥିଲା ସେହି ପରି ଭାବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ପ୍ଲାସ ଟୁ ର ସମସ୍ତ ଛାତ୍ର ଛାତ୍ରୀଙଙ୍କୁ ନିର୍ଦେଶ ଦେଇଛନ୍ତି।

କିଭଳି ଭାବରେ ପ୍ଲାସ ଟୁ ରେ ଛାତ୍ର ଛାତ୍ରୀ ପରୀକ୍ଷା ରେ ଭଲ ନମ୍ବର ରଖିବା ସହ ଶ୍ରେଣୀ ରେ 74 ଭାଗ ରହିବା ଆବଶ୍ୟକ। ଯେହେତୁ ପ୍ରଥମ ବର୍ଷ ରେ ପରୀକ୍ଷା ର କିଛି ମୂଲ୍ୟ ନଥାଏ ତେବେ ଏହି ଦ୍ୱିତୀୟ ବର୍ଷ ରେ ପ୍ରଥମ ବର୍ଷର ସିଲାବସ ରୁ 25 ଶତକଡା ଭାଗ ବିଷୟ ପରୀକ୍ଷାରେ ଆସିବ। ତେଣୁ ପିଲା ମନେ ଗୁରୁତର ସହ ପ୍ରଥମ ବର୍ଷର ପାଠ ପଢିପାରିବେ। ଏହି ବୈଠକରେ ଆଲୋଚନା ହୋଇଥିବା ବିଷୟ ଗୁଡିକୁ ଏକାଡେମୀକ କାଉନ୍ସିଲ କୁ ପଠାଯିବା। ଯାହା ଦ୍ୱାରା ସେମାନେ ନିର୍ଦ୍ଧାରିତ ଭାବରେ ଏହାକୁ ଧ୍ୟାନ ଦେବେ ବୋଲି ଆଶା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଏନ ଏସ ଏସ ପାଇଁ କେନ୍ଦ୍ରକୁ ଚିଠି ଲେଖିବେ ଗଣଶିକ୍ଷା ମନ୍ତ୍ରୀ । ବିଭିନ୍ନ ସମସ୍ୟା କୁ ନେଇ କେନ୍ଦ୍ରକୁ ଜଣାଇବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.