ETV Bharat / city

ରାଜଧାନୀରେ କୋରୋନା ଭୟ, ରୁଟ୍‌ ଲାଇନ ବସରେ ଚେକିଂ - ଯାତ୍ରୀବାହୀ ବସ୍‌ ଚେକିଂ

କୋରୋନା ସଂକ୍ରମଣରୁ ବର୍ତ୍ତିବାକୁ ଲୋକଙ୍କୁ ସଚେତନ କରିବା ସହ ବସ କର୍ମଚାରିଙ୍କୁ ତାଗିଦ କରିଛନ୍ତି । ରାଜଧାନୀରେ ଯାତ୍ରୀବାହୀ ବସ୍‌ ଚେକିଂ। ଅଧିକ ପଢନ୍ତୁ....

ରାଜଧାନୀରେ କୋରୋନା ଭୟ, ରୁଟ୍‌ ଲାଇନ ବସରେ ଚେକିଂ

author img

By

Published : Mar 21, 2020, 3:49 AM IST

ଭୁବନେଶ୍ବର: ରାଜଧାନୀରେ ଯାତ୍ରୀବାହୀ ବସ୍‌ ଚେକିଂ। ରାଜଧାନୀର ବିଭିନ୍ନ ରୁଟ ଲାଇନ ବସକୁ ଚେକିଂ କରିଛନ୍ତି ଆରଟିଓ ଅଧିକାରୀ । କୋରୋନା ସଂକ୍ରମଣରୁ ବର୍ତ୍ତିବାକୁ ଲୋକଙ୍କୁ ସଚେତନ କରିବା ସହ ବସ କର୍ମଚାରିଙ୍କୁ ତାଗିଦ କରିଛନ୍ତି ।

ରାଜଧାନୀରେ କୋରୋନା ଭୟ, ରୁଟ୍‌ ଲାଇନ ବସରେ ଚେକିଂ

ଡରାଉଛି ବିଶ୍ବବାପି ମହମାରୀ କୋରୋନା । ପ୍ରତିଶେଧକ ବ୍ୟବସ୍ଥାରେ ପ୍ରଶାସନ । କୋରୋନା ମୁକାବିଲା ନେଇ ଚେକିଂ ଜୋରଦାର । ରାଜଧାନୀରେ ଲାଇନ ବସ ଉପରେ ଆରଟିଓ ନଜର । ରାଜଧାନୀକୁ ଆସୁଥିବା ବିଭିନ୍ନ ବସ୍‌ରେ ଲୋକଙ୍କୁ ସଚେତନକା ପାଇଁ ଚେକିଂ କରାଯାଉଛି ।

ଦୂରତା ରକ୍ଷା କରିବା ସହ ଓଭରଲୋଡିଂ ଓବଂ ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରୁଛନ୍ତି ଆରଟିଓ ଅଧିକାରୀ । ତେବେ ନିର୍ଦ୍ଧାରିତ ସିଟ ସଂଖ୍ୟାରୁ ଅଧିକ ଲୋକ ନଉଠାଇବା, ଛିଡା କରି ଲୋକଙ୍କୁ ନନେବା, ଲୋକଙ୍କୁ ସାନିଟାଇଜେସନ ବ୍ୟବହାର ପାଇଁ ସଚେତନ କରିବା ଆଦି ଦିଗକୁ ନେଇ ରାଜଧାନୀର ଆରଟିଓ ପକ୍ଷରୁ ରସୁଲଗଡ, ନୟାପଲୀ, ବରମୁଣ୍ଡା, କଳ୍ପନା ଆଦି ଛକରେ ବିଭିନ୍ନ ସ୍ଥାନରେ ଚେକିଂ କରିଛନ୍ତି ଆରଟିଓ ଅଧିକାରୀ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.