ETV Bharat / city

ସାମ୍ବାଦିକାଙ୍କୁ ମାଡ଼ ଘଟଣା: ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି

author img

By

Published : Dec 29, 2019, 3:04 PM IST

ମହିଳା ସାମ୍ବାଦିକାଙ୍କୁ ଆକ୍ରମଣକୁ ନିନ୍ଦା କରି ପ୍ରତିବାଦ କରିଛି ଓଡିଶା ସୂଚନା ଅଧିକାର । ସମ୍ପୃକ୍ତ ମଲ୍ ର କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

_RTI press conference for journalist's right
ସାମ୍ବାଦିକାଙ୍କୁ ମାଡ଼ ଘଟଣା

ଭୁବନେଶ୍ବର: ମହିଳା ସାମ୍ବାଦିକାଙ୍କୁ ଆକ୍ରମଣକୁ ନିନ୍ଦା କରି ପ୍ରତିବାଦ କରିଛି ଓଡିଶା ସୂଚନା ଅଧିକାର । ସମ୍ପୃକ୍ତ ମଲ୍ ର କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏହାସହ ଭୁବନେଶ୍ବରରେ ବେଆଇନ ଭାବରେ ଆଦାୟ କରାଯାଉଥିବା ପାର୍କିଂ ଫି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରାଯାଇଛି ।

ସାମ୍ବାଦିକାଙ୍କୁ ମାଡ଼ ଘଟଣା

ଭୁବନେଶ୍ବରରେ ଅନେକ ସ୍ଥାନରେ ବେଆଇନ ଭାବେ ଆଦାୟ କରାଯାଉଥିବା ଏହି ରାଶି ପଛରେ ରାଜନୈତିକ ଓ ବହୁ ଘରୋଇ ଲୋକଙ୍କ ହାତ ରହିଛି । ଫଳରେ ସରକାରଙ୍କ ରାଜକୋଷ ପରିବର୍ତ୍ତେ ସେମାନେ ମାଲାମାଲ ହେଉଥିବାର ଅଭିଯୋଗ କରିଛନ୍ତି । ସାମ୍ବାଦିକଙ୍କ ଭଳି ରାଜ୍ୟରେ ମାନବାଧିକାର କର୍ମୀ ଓ ସୂଚନାଅଧିକାର କର୍ମୀମାନଙ୍କ ଉପରେ ଆକ୍ରମଣ ମଧ୍ୟ ରାଜ୍ୟରେ ବୃଦ୍ଧି ପାଉଥିବାବେଳେ ସେମାନଙ୍କ ସୁରକ୍ଷା ନିମନ୍ତେ ସରକାର ସ୍ବତନ୍ତ୍ର ଆଇନ ଆଣିବାକୁ ଏନେଇ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାମାନେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଗତକାଲି ବେଆଇନ ପାର୍କିଂ ଫି କୁ ଆଦାୟ ନେଇ ଖବର ପ୍ରସାରଣ କରୁଥିବା ବେଳେ ଜନୈକ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି।ଯାହାର ପ୍ରତିବାଦ କରିଛି ଓଡିଶା ସୂଚନା ଅଧିକାର ଅଭିଯାନ।ତେଣୁ ଏହି ଆକ୍ରମଣରେ ସମ୍ପୃକ୍ତ ମଲ ର କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

Body:ଏହା ସହିତ ଭୁବନେଶ୍ୱରରେ ବେଆଇନ ଭାବରେ ଆଦାୟ କରାଯାଉଥିବା ପାର୍କିଂଗ ଫି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି କରାଯାଇଛି।କାରଣ ଭୁବନେଶ୍ୱର ସାରା ଅନେକ ସ୍ଥାନରେ ବେଆଇନ ଭାବେ ଆଦାୟ କରାଯାଉଥିବା ଏହି ରାଶି ରାଜନୈତିକ ବ୍ୟକ୍ତି ଓ ବହୁ ଘରୋଇ ଲୋକଙ୍କ ପ୍ରଚ୍ଛନ ହାତ ରହିଛି।ଯାହା ଫଳରେ ସରକାରଙ୍କ ରାଜକୋଷ ବୃଦ୍ଧି ପାଇବ ପରିବର୍ତ୍ତେ ସେମାନେ ମାଲେମାଲ ହେଉଥିବା ଅଭିଯୋଗ କରିଛନ୍ତି।
ସାମ୍ବାଦିକଙ୍କ ଭଳି ରାଜ୍ୟରେ ମାନବାଧିକାର କର୍ମୀ ଓ ସୁଚନାଅଧିକାର କର୍ମୀମାନଙ୍କ ଉପରେ ମଧ୍ୟ ଆକ୍ରମଣ ରାଜ୍ୟରେ ବୃଦ୍ଧି ପାଉଥିବାବେଳେ ସେମାନଙ୍କ ସୁରକ୍ଷା ନିମନ୍ତେ ସରକାର ସ୍ୱତନ୍ତ୍ର ଆଇନ ଆଣିବାକୁ ଆଜି ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଯାନ ର କର୍ମକର୍ତ୍ତାମାନେ ଦାବି କରାଯାଇଛି।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.