ETV Bharat / city

କୋଭିଡରୁ ସୁସ୍ଥ ପରେ ନିୟମିତ କରନ୍ତୁ ଯୋଗ

author img

By

Published : Nov 6, 2020, 10:06 PM IST

କୋରୋନାରେ ସୁସ୍ଥ ହେବାପରେ ବହୁ ଲୋକଙ୍କ କ୍ଷେତ୍ରରେ ମାନସିକ ଚିନ୍ତା ଏବଂ ଥକାପଣ ଭଳି ସମସ୍ୟା ଦେଖାଯାଉଛି । ଏଣୁ ଏହି ସବୁ ସମସ୍ୟାରୁ କିପରି ବର୍ତ୍ତିବେ ସେନେଇ ମତ ରଖିଛନ୍ତି ଡାକ୍ତର, ନିବେଦିତା ପାଣି । ଅଧିକ ପଢନ୍ତୁ...

କୋଭିଡରୁ ସୁସ୍ଥ ପରେ ନିୟମିତ  ଯୋଗ କରନ୍ତୁ
କୋଭିଡରୁ ସୁସ୍ଥ ପରେ ନିୟମିତ ଯୋଗ କରନ୍ତୁ

ଦେଶ ସମେତ ରାଜ୍ୟରେ କୋରୋନା ସୁସ୍ଥ ହାର ବୃଦ୍ଧି ପାଉଛି । କିନ୍ତୁ କୋରୋନାରେ ସୁସ୍ଥ ହେବାପରେ ବହୁ ଲୋକଙ୍କ କ୍ଷେତ୍ରରେ ମାନସିକ ଚିନ୍ତା ଏବଂ ଥକାପଣ ଭଳି ସମସ୍ୟା ଦେଖାଯାଉଛି । ଏଣୁ ଏହି ସବୁ ସମସ୍ୟାରୁ କିପରି ବର୍ତ୍ତିବେ ସେନେଇ ମତ ରଖିଛନ୍ତି ଡାକ୍ତର, ନିବେଦିତା ପାଣି ।

କୋରୋନାରେ ସୁସ୍ଥ ହେବା ପରେ କିପରି ଥପାପଣ ଦୂର କରିହେବ?

କୌଣସି ଏକ କାମ କରୁଥିବା ବେଳେ ଯଦି ଥକା ଲାଗିଲା ତେବେ ଯେତିକି ପାରିବା କାର୍ଯ୍ୟ କରିବା ଆବଶ୍ୟକ । ଏହାପାଇଁ ଶରୀରରେ ଶକ୍ତି ବୃଦ୍ଧି ନିମନ୍ତେ ସୁଷମ ଖାଦ୍ୟ ଖାଇବା । ଲେମ୍ବୁ , ସେଓ ଓ ବିଭିନ୍ନ ଫଳ, ଗରମ ପାଣି ପିଇବା ଆବଶ୍ୟକ । ଏଥିସହ ଅଧିକ ତରଳ ଖାଦ୍ୟ ଖାଇବା ଉଚିତ୍ । ଏକ ସାଙ୍ଗରେ ଅଧିକ ପାଣି ପିଇବା ନାହିଁ , ଧୀରେ ଧୀରେ କରି ପାଣି ପିଇବା ଆବଶ୍ୟକ ।

କୋଭିଡରୁ ସୁସ୍ଥ ପରେ ନିୟମିତ ଯୋଗ କରନ୍ତୁ

କୋଭିଡ ପରେ କାଶ ଓ କଫ ସମସ୍ୟାକୁ କିପରି ଦୂର କରିହେବ ?

କୋଭିଡର ପରବର୍ତ୍ତୀ ସମୟରେ ଶରୀରର କ୍ଷଣତା ଅନୁସାରେ କାର୍ଯ୍ୟ କରିବା ସହ କାଶ ହେଉଥିଲେ ବାମ୍ଫ ନେବା ସହ କଡ ମାଡି ଶୋଇବା ଆବଶ୍ୟକ । ଗରମ ପାଣିରେ ମହୁ ମିଶାଇ ପିଇବା ଆବଶ୍ୟକ । ଧୂମ୍ରପାନ ଠାରୁ ଦୁରେଇ ରହିବା ଆବଶ୍ୟକ ।

କଫ ସିରପ ଖାଇବା ପାଇଁ କଣ କଣ ସାବଧନତା ଅବଲମ୍ବନ କରାଯିବ?

କଫସିରଫ ଖାଇବା ସମୟରେ ଅନେକ ମାତ୍ରାରେ ସାବଧାନତା ରହିବା ଆବଶ୍ୟକ। ଏନେଇ ଡାକ୍ତରଙ୍କ ପରାମର୍ଶ ନେବା। କଫସିରଫ କୁ ମନଇଚ୍ଛା ପିଇବା ନାହିଁ। ମାତ୍ରାଧିକ ଅଧିକ ନେଲେ ଶରୀର ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି।

ମାନସିକ ଉଦବେଗ କିଭଳି ଦୂର କରିପାରିବା ?

ଅନେକ ସମୟରେ ଅନେକ ଲୋକ ଭିନ୍ନ ଭିନ୍ନ କଥା କହିଥାନ୍ତି । ଏମାନଙ୍କ କଥା ଶୁଣି ଭୟଭୀତ ହୋଇଥାନ୍ତି । ଏହା ଦ୍ବାରା ବିଭିନ୍ନ ଅଙ୍ଗକୁ ସଂକ୍ରମଣ କରିଥାଏ । ଯାହାଦ୍ବାରା ବିଭିନ୍ନ ସମୟରେ ଖୋଲା ସ୍ଥାନରେ ରହିବା ଉଚିତ୍ । ସାଙ୍ଗମାନଙ୍କ ସହ କଥା ହେବେ ଯେଉଁଥିରେ ମାନସିକତା ଦୃଢ ହେବ । ଯୋଗ ମେଡିଟେସନ କରିବା ଉଚିତ । କୋଭିଡ ପରେ ଭଲ ଭାବରେ ଶୋଇବା ଉଚିତ। ଚେଷ୍ଟା କରିବେ ଟିଭି ମୋବାଇଲ ଠାରୁ ଦୂରେଇ ରହିବେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.