ETV Bharat / city

ମାଡି ଆସୁଛି ବର୍ଷା ସହ ଘଡଘଡି, 10 ଜିଲ୍ଲାକୁ ସତର୍କ ସୂଚନା

ଫେବୃଆରୀ 15 ଓ 16 ତାରିଖରେ ବର୍ଷା ସହ ଘଡଘଡି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ ରାଜ୍ୟର 10ଟି ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Feb 14, 2019, 1:41 PM IST

ଭୁବନେଶ୍ୱର: ମାଡି ଆସୁଛି ବର୍ଷା ସହ ଘଡଘଡି। ଆସନ୍ତା ଫେବୃଆରୀ 15 ଓ 16 ତାରିଖରେ ବର୍ଷା ସହ ଘଡଘଡି ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
undefined

ଫେବୃଆରୀ 15ରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେଓଗଡ, କେନ୍ଦୁଝର, ବରଗଡ, ବଲାଙ୍ଗୀର, ନୂଆପଡା, ନବରଙ୍ଗପୁର, କଳାହାଣ୍ଡି ଆଦି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି 16ରେ ଉତ୍ତର ଓଡିଶା ସହ ଦକ୍ଷିଣ ଓଡ଼ିଶାରେ ମଧ୍ୟ ସାମାନ୍ୟ ବର୍ଷା ସହ ଘଡ଼ଘଡିର ହେବାର ସୂଚନା ମିଳିଛି।

ଭୁବନେଶ୍ୱରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ଳିମ୍ବ ଗଛରୁ ଝରୁଛି କ୍ଷୀର , ଲୋକଙ୍କ ପୂଜା ଅର୍ଚନା । ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ରେ । ଜିଲା ର ଆଠମଲ୍ଲିକ ବ୍ଲକ ଆମ୍ବଶର ମୁଣ୍ଡା ପଞ୍ଚାୟତ ଅଖରକଟା ଗାଁ ରେ ଘଟିଛି ଏହି ଘଟଣା । ଏକ ଲିମ୍ବ ଗଛରୁ ଆଜି କ୍ଷୀର ବୋହୁଥିବା ଦେଖିବାକୁ ମିଳିଛି। ଗ୍ରାମର ଜଣେ ଗାଈ ଚରାଳି କ୍ଷୀର ବୋହୁଥିବା ଦେଖି ଗ୍ରାମରେ ସୂଚନା ଦେଇଥିଲେ।ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି କ୍ଷୀର ବୋହୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସେଠାରେ ପୂଜାର୍ଚ୍ଚନା କରିଥିଲେ। ଏହି ଘଟଣା ପ୍ରଚାର ହେବା ପରେ ଆଖପାଖ ଅଞ୍ଚଳ ବହୁ ଲୋକ ସେଠାରେ ଭିଡ଼ ଜମାଇ ପୂଜା କରୁଥିବା ଦେଖିବାକୁ ମିଳିଛି । 

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.