ETV Bharat / city

ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆରମ୍ଭ - ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ହେଲା ଆରମ୍ଭ

କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି ଯୁକ୍ତ ଦୁଇ ନାମଲେଖା । ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଚାଲିବ ନାମଲେଖା ପ୍ରକ୍ରିୟା। ଅଧିକ ପଢନ୍ତୁ...

+ 2 admission started from today
ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ହେଲା ଆରମ୍ଭ
author img

By

Published : Sep 21, 2020, 11:43 AM IST

ଭୁବନେଶ୍ବର: କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି ଯୁକ୍ତ ଦୁଇ ନାମଲେଖା । ରାଜ୍ୟରେ ଯୁକ୍ତ ଦୁଇ କଟ ଅଫ ମାର୍କ ପ୍ରକାଶ ହେବା ପରେ ସୋମବାର ଠାରୁ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ଯୁକ୍ତ ଦୁଇ ଆଡମିଶନ। ଉଭୟ କଳା ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ ଆଡମିଶନ କରୁଛନ୍ତି ଛାତ୍ରଛାତ୍ରୀ। ଅନ୍ୟପଟେ ପ୍ରତ୍ୟେକ ସେଣ୍ଟରରେ ଏକ ଘଣ୍ଟାରେ 15 ଜଣ ଛାତ୍ରଛାତ୍ରୀ ଆଡମିଶନ କରିବେ।

ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ହେଲା ଆରମ୍ଭ

ନାମଲେଖା ସମୟରେ ଅନଲାଇନରେ ଟଙ୍କା ଡିପୋଜିଟ କରିବେ ଛାତ୍ରଛାତ୍ରୀ। ଏହି ନାମଲେଖା ପ୍ରକ୍ରିୟା ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଚାଲିବ । କଲେଜ ଗୁଡିକରେ କୋଭିଡ ନିୟମ ମାନିବା ସହ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆଯାଇଛି। ଏଥିସହ ସମସ୍ତ ଛାତ୍ର ଛାତ୍ରୀ ଆଡମିଶନ ପାଇଁ ସେଣ୍ଟର ଭିତରକୁ ପ୍ରବେଶ କରିବାକୁ ହେଲେ ଫେସ ମାସ୍କ, ସାମାଜିକ ଦୂରତା ରକ୍ଷା କରିବା ସହ ସାନିଟାଇଜର ବ୍ୟବହାର କରିବାକୁ କୁହାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.