ETV Bharat / city

ଯୋଜନା ବୋର୍ଡ ବୈଠକ, ପ୍ରସ୍ତୁତ ହେବ ଖସଡ଼ା: ସପ୍ତାହରେ ରିପୋର୍ଟ ଦେବେ ସଚିବ

କୋରନା ପାଇଁ ଭୁଶୁଡି ଯାଇଥିବା ଅର୍ଥନୀତି ପୁଣି ତାର ପୂର୍ବ ସ୍ଥିତିକୁ କିଭଳି ଫେରିବ ସେନେଇ ଚାଲିଛି ମାନସ ମନ୍ଥନ । ଦାୟିତ୍ବ ନେଇଛି ଯୋଜନା ବୋର୍ଡ । ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ବସିଲାଣି ବୈଠକ । ଅଧିକ ପଢନ୍ତୁ...

author img

By

Published : Jun 9, 2020, 8:02 PM IST

ଯୋଜନା ବୋର୍ଡ ବୈଠକ, ପ୍ରସ୍ତୁତ ହେବ ଖସଡ଼ା: ସପ୍ତାହରେ ରିପୋର୍ଟ ଦେବେ ସଚିବ
ଯୋଜନା ବୋର୍ଡ ବୈଠକ, ପ୍ରସ୍ତୁତ ହେବ ଖସଡ଼ା: ସପ୍ତାହରେ ରିପୋର୍ଟ ଦେବେ ସଚିବ

ଭୁବନେଶ୍ବର: ଅର୍ଥନୀତିର ଚିତ୍ର ବଦଳିବ । କୋରୋନା ପାଇଁ ଭୁଶୁଡି ଯାଇଥିବା ଅର୍ଥନୀତି ପୁଣି ତାର ପୂର୍ବ ସ୍ଥିତିକୁ କିଭଳି ଫେରିବ ସେନେଇ ଚାଲିଛି ମାନସ ମନ୍ଥନ । ଦାୟିତ୍ବ ନେଇଛି ଯୋଜନା ବୋର୍ଡ । ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ବସିଲାଣି ବୈଠକ ।

ମଙ୍ଗଳବାର ବସିଥିବା ଏହି ବୈଠକରେ13 ବିଭାଗର ସଚିବଙ୍କୁ ଟାସ୍କ ଦିଆଯାଇଛି । ନିଜ ବିଭାଗ କିପରି ତାର ପୂର୍ବବସ୍ଥା ଫେରି ପାଇବ ସେନେଇ ରିପୋର୍ଟ ପ୍ରସ୍ତୁତ କରି ଦେବାକୁ କୁହାଯାଇଛି । ଏହା ପରେ ତୃଣମୂଳ ସ୍ତରରେ ରିପୋର୍ଟ ମଗାଯିବ। ସବୁକୁ ନେଇ ଏକ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ ହେବ ବୋଲି କହିଛନ୍ତି ସଞ୍ଜୟ ଦାସବର୍ମା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.