ETV Bharat / city

କଂଗ୍ରେସକୁ ଭୋଟ ଦେବାକୁ ନିବେଦନ କଲେ ନିରଞ୍ଜନ

ତ୍ରିସ୍ତରୀୟ ପଞ୍ଚାୟୟତ ନିର୍ବାଚନରେ କଂଗ୍ରେସକୁ ସମର୍ଥନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ । 16 ତାରିଖରୁ ଆରମ୍ଭ ହେଉଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ମତଦାନ । ଅଧିକ ପଢନ୍ତୁ

niranjan pattanaik request to voter for panchayat poll
କଂଗ୍ରେସକୁ ଭୋଟ ଦେବାକୁ ନିବେଦନ କଲେ ନିରଞ୍ଜନ
author img

By

Published : Feb 10, 2022, 8:52 PM IST

Updated : Feb 10, 2022, 8:59 PM IST

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟୟତ ନିର୍ବାଚନରେ କଂଗ୍ରେସକୁ ସମର୍ଥନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ । 16 ତାରିଖରୁ ଆରମ୍ଭ ହେଉଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ମତଦାନ । ଗ୍ରାମାଞ୍ଚଳରେ ନିର୍ବାଚନ ପରିଚାଳନା ପାଇଁ କଂଗ୍ରେସ ସପକ୍ଷରେ ମତଦାନ କରି କଂଗ୍ରେସକୁ ପୂର୍ଣ୍ଣ ବହୁମତ ଦିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି ।

କଂଗ୍ରେସକୁ ଭୋଟ ଦେବାକୁ ନିବେଦନ କଲେ ନିରଞ୍ଜନ

ତେବେ ରାଜ୍ୟରେ ଦୀର୍ଘ 22 ବର୍ଷ ହେବ ଏକ ସ୍ଥାଣୁ , ଦୁର୍ନୀତିଗ୍ରସ୍ତ ସରକାର ଚାଲିଛି ଓ ଲୋଭ ଦେଖାଇ ଲୋକଙ୍କ ଜୀବନ ସହ ଖେଳ ଖେଳୁଛି ବୋଲି ନିରଞ୍ଜନ କହିଛନ୍ତି । ଯୁବ ବର୍ଗଙ୍କ ପାଇଁ ଚାକିରୀ ନାହିଁ, ମହିଳା ଅସୁରକ୍ଷିତ, ଚାଷୀ ହତାଶ, ପୁଞ୍ଜିପତି ଅଧିକ ଶକ୍ତିଶାଳୀ ହେଉଛନ୍ତି । ଏଥିସହ ସାଧାରଣ ଲୋକେ ଦୁଃଖରେ ଜୀବନ ବିତାଉଛନ୍ତି ବୋଲି କହିଛନ୍ତି ନିରଞ୍ଜନ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Feb 10, 2022, 8:59 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.