ETV Bharat / city

ବଜ୍ରକାପ୍ତା ଚୋରା ଚାଲାଣ ବେଳେ କଳାହାଣ୍ଡିରୁ ଧରାପଡିଲା ଅଭିଯୁକ୍ତ

author img

By

Published : May 22, 2022, 4:57 PM IST

ବନ୍ୟପ୍ରାଣୀ ତସ୍କରିର ଖବର ପାଇ ଚଢାଉ ବେଳେ ଧରାପଡିଲା ଜୀବନ୍ତ ବଜ୍ରକାପ୍ତା । କଳାହାଣ୍ଡିର ଭବାନୀପାଟଣା-ମଦନପୁର ରାସ୍ତା ନର୍ଲା ଥାନା ମଧ୍ୟରେ ଥିବା କର୍ଣ୍ଣୀ ଖୁଣ୍ଟି ଠାରେ ଧରା ପଡିଛି ଅଭିଯୁକ୍ତ । ଅଧିକ ପଢନ୍ତୁ

ବଜ୍ରକାପ୍ତା ଚୋରା ଚାଲାଣର ଖୁଲାସା, କଳାହାଣ୍ଡିରୁ ଧରାପଡିଲା ଅଭିଯୁକ୍ତ

ଭୁବନେଶ୍ବର: ବନ୍ୟପ୍ରାଣୀ ତସ୍କରିର ଖବର ପାଇ ଚଢାଉ ବେଳେ ଧରାପଡିଲା ଜୀବନ୍ତ ବଜ୍ରକାପ୍ତା । କଳାହାଣ୍ଡିର ଭବାନୀପାଟଣା-ମଦନପୁର ରାସ୍ତା ନର୍ଲା ଥାନା ମଧ୍ୟରେ ଥିବା କର୍ଣ୍ଣୀ ଖୁଣ୍ଟି ଠାରେ ଧରା ପଡିଛି ଅଭିଯୁକ୍ତ । ଜିତେନ୍ଦ୍ର କୁମାର ନାମକ ବ୍ୟକ୍ତି ଗିରଫ ହେବା ସହ ଜବତ ହୋଇଛି ୧୩ କିଲୋଗ୍ରାମ ୩୩୦ ଗ୍ରାମର ବଜ୍ରରକାପ୍ତା । ଉଦ୍ଧାର ବଜ୍ରକାପ୍ତା କଳାହାଣ୍ଡି ବନ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି ।

ତେବେ STF ଡିଏସପି ସଚ୍ଚିଦାନନ୍ଦ ରଥଙ୍କ ସୂଚନା ଅନୁଯାୟୀ, ବନ୍ୟଜନ୍ତୁ ଅପରାଧୀ, ପୋଚରଙ୍କ ବିରୋଧରେ ସ୍ବତନ୍ତ୍ର ଡ୍ରାଇଭ୍ ଜାରି ରହିଛି । ୨୦୨୦ ପରଠାରୁ, STF ୨୮ଟି ବାଘ ଛାଲ, ୨୪ଟି ହାତୀ ଦାନ୍ତ, ୧୪ଟି ଜୀବନ୍ତ ବଜ୍ରକାପ୍ତା, ୭ଟି ହରିଣ ଛାଲ, ୩୦କିଲୋ ୪୦୦ ଗ୍ରାମ ବଜ୍ରକାପ୍ତା କାତି ଜବତ ହେଲାଣି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.