ETV Bharat / city

ରାଜ୍ୟରେ କଡାକଡି ହେବ ଟ୍ରାଫିକ ନିୟମ: ଚାଳକ ସହ ପଛ ଲୋକ ବି ପିନ୍ଧିବେ ହେଲମେଟ - ଦୁର୍ଘଟଣା କମାଇବାକୁ ସରକାରଙ୍କ ନିଷ୍ପତ୍ତି

ରାଜ୍ୟରେ ଆହୁରି କଡାକଡି ହେବ ଟ୍ରାଫିକ ନିୟମ। ଦୁର୍ଘଟଣା କମାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏନେଇ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

padmanabhav behera  on  road safety
ରାଜ୍ୟରେ କଡାକଡି ହେବ ଟ୍ରାଫିକ ନିୟମ
author img

By

Published : Jan 18, 2020, 1:50 PM IST

ଭୁବନେଶ୍ବର: ଆହୁରି କଡାକଡି ହେବ ଟ୍ରାଫିକ ନିୟମ । ଦୁର୍ଘଟଣା କମାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏଣିକି ବାଇକରେ ଆଗ ଓ ପଛରେ ବସୁଥିବା ବ୍ୟକ୍ତି ପାଇଁ ହେଲମେଟ ବାଧ୍ୟତାମୂଳକ କରାଯିବ । ଏହାସହ କାର ଚାଳକ ସହ ଅନ୍ୟ ସମସ୍ତ ଯାତ୍ରୀ ମଧ୍ୟ ସିଟ୍ ବେଲ୍ଟ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ଏନେଇ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ରାଜ୍ୟରେ କଡାକଡି ହେବ ଟ୍ରାଫିକ ନିୟମ

ଗାଡି କାଗଜ ପତ୍ର ପାଇଁ ଦିଆଯାଇଥିବା ସମୟ ସୀମା ସରିବା ପରେ କଡାକଡି ଲାଗୁ ହେବ ମୋଟର ଯାନ ଆଇନ । ପ୍ରତି ୩୦ କିଲୋମିଟର ଭିତରେ ଥିବା ଗୁରୁତ୍ଵପୂର୍ଣ୍ଣ ରୋଡ ଗୁଡିକରେ ମୋବାଇଲ ସ୍ଵାର୍ଡ ଦ୍ବାରା ନିୟମିତ ଚେକିଂ କରାଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଆର୍ଥିକ ସହାୟତା ମଗାଯାଇଛି । ଅଧିକ ଷ୍ଟାପ ନିୟୋଜିତ ସହ ଅଧିକ ଗାଡି କିଣିବା ପାଇଁ ଅର୍ଥର ଆବଶ୍ୟକ ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ବର୍ଷେ ଭିତରେ ଦୁର୍ଘଟଣା ହାର ୨୦ ପ୍ରତିଶତ କମେଇବାକୁ ଲକ୍ଷ୍ୟ ରଖାଯାଇଥିବା କଥା ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ତେବେ ୩ ମାସ ସମୟକୁ ଆଉ ବର୍ଦ୍ଧିତ କରାଯିବ ନାହିଁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଆହୁରି କଡାକଡି ହେବ ଟ୍ରାଫିକ ନିୟମ ,ଦୁର୍ଘଟଣା କମେଇବା ପାଇଁ ଏଭଳି ନିଷ୍ପତ୍ତି ନେବେ ରାଜ୍ୟ ସରକାର ।ସୂଚନା ଅନୁସାରେ ,ଏଣିକି ବାଇକ୍ ରେ ଆଗ ଓ ପଛ ବସୁଥିବା ବ୍ୟକ୍ତି ହେଲିମେଣ୍ଟ ବାଧ୍ୟତାମୂଳକ କରାଯିବ । ,ଏହା ସହ କାର୍ ଚାଳକ ସହ ଅନ୍ୟ ସମସ୍ତ ଯାତ୍ରୀ ମଧ୍ୟ ସିଟ୍ ବେଳ୍ଟ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଇଛି ।

Body:ସମୟ ସୀମା ସରିବା ପରେ କଡାକଡି ଲାଗୁହେବ ମୋଟର ଯାନ ଆଇନ୍ ।ପ୍ରତି ୩୦ କିଲୋମିଟର ଭିତରେ ,ଥିବା ଗୁରୁତ୍ଵପୂର୍ଣ୍ଣ ରୋଡ ଗୁଡିକରେ ମୋବାଇଲ ସ୍ଵାର୍ଡ ରହିବେ ।ନିୟମିତ ଚେକିଂ କରିବେ ।ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଆର୍ଥିକ ସହାୟତା ମଗାଯାଇଛି । ଅଧିକ ଷ୍ଟାପ ନିୟୋଜିତ
ସହ ଅଧିକ ଗାଡି କିଣିବା ପାଇଁ ଅର୍ଥ ର ଆବଶ୍ୟକ ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।,

Conclusion:ବର୍ଷେ ଭିତରେ ଦୁର୍ଘଟଣା ହାର ୨୦ କୁପ୍ରତିଶତ କମେଇବା କୁ ଲକ୍ଷ ରଖାଯାଇଛି ।ସ୍ପିଡ୍ ଡ୍ରାଇଭିଂ ଓ ଡ୍ରଙ୍କ ଏଣ୍ଡ ଡ୍ରାଇଭିଂ କୁ ଆହୁରି କଡାକଡି କରାଯିବ ।ଦିଆଯାଇଥିବା ୩ମାସ ସମୟକୁ ଆଉ ବର୍ଦ୍ଧିତ କରାଯିବ ନାହିଁ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.