ETV Bharat / city

ଆଜିଠୁ ପ୍ରବଳ ବର୍ଷିବ, 10 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆଜିଠୁ ପ୍ରବଳ ବର୍ଷିବ । ଏନେଇ 10ଟି ଜିଲ୍ଲାକୁ ଦିଆଯାଇଛି ଅରେଞ୍ଜ ୱାର୍ଣ୍ଣିଂ । ଆଗାମୀ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପଣିପାଗ ବିଭାଗ ସୂଚନା ଦେଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : Jul 6, 2019, 11:19 AM IST

ଭୁବନେଶ୍ବର: ଆଜି ଠାରୁ ପ୍ରବଳ ବର୍ଷିବ । ଏନେଇ 10ଟି ଜିଲ୍ଲାକୁ ଦିଆଯାଇଛି ଅରେଞ୍ଜ ୱାର୍ଣ୍ଣିଂ । ସେହିସବୁ
ଜିଲ୍ଲା ଗୁଡିକ ହେଲା ସେନପୁର, ଦେଓଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ସମ୍ବଲପୁର,ବରଗଡ଼, ବଲାଙ୍ଗୀର ।

ଏହି 10 ଟି ଜିଲ୍ଲାରେ ଆଜିଠାରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପଣିପାଗ ବିଭାଗ ସୂଚନା ଦେଇଛି । ଅନ୍ୟପଟେ ଉପକୂଳ ଅଞ୍ଚଳରେ 30 ରୁ 40 କିଲୋମିଟର ବେଗରେ ପବନ ବହିବ । ଯାହା ଫଳରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.