ଭୁବନେଶ୍ବର: ବିଧାନସଭାରେ ବିରୋଧୀଙ୍କ ମୁଲତବୀ ନୋଟିସ। ନୋଟିସ ଦେଇଛନ୍ତି କଂଗ୍ରେସ ବିଧାୟକ। ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା ଦେଖାଦେଇଛି। ସରକାରୀ ନିଯୁକ୍ତି ନାହିଁ। ଯାହାକୁ ନେଇ ଆସିଛି ଏହି ନୋଟିସ।

କଂଗ୍ରେସ ବିଧାୟକ ଏହି ନୋଟିସ ଦେଇଥିବାବେଳେ ଗୃହରେ ଉତ୍ତର ରଖିବେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ