ETV Bharat / city

ଓଏଲଏକ୍ସରେ ଠକୁଥିବା ଠକ ଗିରଫ

author img

By

Published : Feb 19, 2020, 2:32 PM IST

ଚାକିରୀର ମିଛ ବିଜ୍ଞାପନ ଦେଇ ଲୋକଙ୍କୁ ଠକୁଥିଲା ଓଏଲଏକ୍ସର ଠକ। ଗିରଫ କଲା ଭୁବନେଶ୍ବର କମିଶନରେଟ ପୋଲିସ।

Olx Cheater arrested in Bhubneswar
ଭୁବନେଶ୍ବରୁ ଠକ ଗିରଫ

ଭୁବନେଶ୍ବର: ଓଏଲଏକ୍ସରେ ଚାକିରି ଖୋଜୁଛନ୍ତି କି । ଏଣିକି ସାବଧାନ । ନଚେତ ଠକାମୀରେ ପଡିପାରନ୍ତି । ଏଲଏକ୍ସରେ ଚାକିରିର ମିଛ ବିଜ୍ଞାପନ ଦେଇ ଲୋକଙ୍କୁ ଠକୁଥିଲା ଠକ । ଏମିତି ଏକ ଠକକୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ଠକ ଜଣକ ହେଲେ ତୁରିକିନ୍ଦା ଜଗତସିଂହପୁର ସଂଗ୍ରାମ କୁମାର । ଓଏଲଏକ୍ସରେ ମିଛ ବିଜ୍ଞାପନ ଦେଇ ବହୁ ଲୋକଙ୍କୁ ଠକିଛି ସଂଗ୍ରାମ କୁମାର । ବିଏମସି ଓ କ୍ୟାପିଟାଲ ହସପିଟାଲରେ ଟିକେଟ କାଉଣ୍ଟରରେ ମାସକୁ ୧୫ ହଜାର ଟଙ୍କା ଦରମାରେ ଚାକିରି ଦେବ କହି ଠକି ନେଇଛି ୨୬ ହଜାର ଟଙ୍କା । ଏନେଇ ନେଇ ବଡଗଡ ଥାନାରେ ଅଭିଯୋଗ ପରେ ଠକକୁ ଗିରଫ କରି ତଦନ୍ତ ଚଳାଇଛି କମିସନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡାଙ୍କ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.