ETV Bharat / city

ସେପ୍ଟେମ୍ବର 9ରୁ ଓଜେଇଇ - ସେପ୍ଟେମ୍ବର 9ରୁ ଓଜେଇଇ

ସେପ୍ଟେମ୍ବର ୯ ରୁ ହେବ ଓଜେଇଇ। କୋରୋନା ପାଇଁ ଚଳିତ ଥର ହେବ କମ୍ପ୍ୟୁଟର ବେସଡ୍‌ ଟେଷ୍ଟ । ନିଷ୍ପତି ନେଇଛନ୍ତି ସରକାର । ଅଧିକ ପଢନ୍ତୁ....

OJEE 2020 to be held between Sep 9 to 15
ସେପ୍ଟେମ୍ବର 9ରୁ ଓଜେଇଇ
author img

By

Published : Aug 11, 2020, 2:10 PM IST

ଭୁବନେଶ୍ବର : ଆସନ୍ତାମାସ ୯ରୁ ଓଜେଇଇ ପରୀକ୍ଷା । ଯାହା ୧୫ ତାରିଖ ଯାଏଁ ଚାଲିବ। କୋଭିଡ 19କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ଥର କମ୍ପ୍ୟୁଟର ବେସଡ୍‌ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସବୁ ସରକାରୀ ପଲି ଟେକନିକ ଓ ଆଇଟିଆଇ ଅଧ୍ୟକ୍ଷଙ୍କୁ ଏନେଇ ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଚିଠି ଲେଖିଛନ୍ତି।

OJEE 2020 to be held between Sep 9 to 15
ସେପ୍ଟେମ୍ବର 9ରୁ ଓଜେଇଇ

ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଅଧ୍ୟକ୍ଷଙ୍କ ଅନୁରୋଧ ଅନୁସାରେ ଟିସିଏସ ଓ ଓଜେଇଇର ଏକ ଟିମ ଏହି ଅନଲାଇନ ପରୀକ୍ଷା ନେଇ କଣ କଣ ସମ୍ଭାବନା ରହିଛି ଶିକ୍ଷାନୁଷ୍ଠାନ ଯାଇ ତାର ତଦାରଖ କରିବେ। ଏନେଇ ଆବଶ୍ୟକ ଭିତ୍ତିଭୂମି ଯାଞ୍ଚ କରିବେ।

ସେପ୍ଟେମ୍ବର9ରୁ 15 ଭିତରେ ଏହି ଟେଷ୍ଟ ହେବ। ଏନେଇ ପୁରୀ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡା, ଯାଜପୁର, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର, ଦେଓଗଡ଼, ଗଜପତି, କନ୍ଧମାଳ ଓ ସୋନପୁର ଜିଲ୍ଲାର ସବୁ ସରକାରୀ ପଲି ଟେକନିକ ଓ ଆଇଟିଆଇ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.