ETV Bharat / city

ଝିଅଙ୍କ ବିବାହ ବୟସ ପୂର୍ବପରି ୧୮ ହେଉ : OSCPCR ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ

author img

By

Published : Jan 4, 2022, 11:02 PM IST

ଦେଶରେ ପୁଅ ଝିଅଙ୍କ ବିବାହ ବୟସ ପୂର୍ବପରି ୧୮ ବର୍ଷ ରଖିବାକୁ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ସଂସଦୀୟ କମିଟିକୁ ଚିଠି ଲେଖିଲେ (Odisha State Commission for Protection of Child Rights has opposed the union government's move to raise the minimum legal age of marriage for women from 18 to 21 years) ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ । ଅଧିକ ପଢନ୍ତୁ

marriage for women
marriage for women

ଭୁବନେଶ୍ବର: ଦେଶରେ ପୁଅ ଝିଅଙ୍କ ବିବାହ ବୟସ ପୂର୍ବପରି ୧୮ ବର୍ଷ ରଖିବାକୁ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ସଂସଦୀୟ କମିଟିକୁ ଚିଠି ଲେଖିଲେ (Odisha State Commission for Protection of Child Rights has opposed the union government's move to raise the minimum legal age of marriage for women from 18 to 21 years) ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ।

ସଂଧ୍ୟାବତୀ ଯୁକ୍ତି ରଖିଛନ୍ତି ବିବାହ ବୟସ ୧୮ ରୁ ୨୧ ବର୍ଷକୁ ବୃଦ୍ଧି କଲେ ବିଭିନ୍ନ ଆଇନଗତ ସମସ୍ୟା ସୃଷ୍ଟି ହେବ । ୧୮ ରୁ ୨୧ ବର୍ଷ ପର୍ଯ୍ୟନ୍ତ ବୟସ ବର୍ଗଙ୍କୁ କେଉଁ ବର୍ଗରେ ଗ୍ରହଣ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ?

ଏହାସହ ଲେଖିଛନ୍ତି ସେମାନଙ୍କ ପାଇଁ ଯଥେଷ୍ଟ ଆଇନ ନଥିବାରୁ ବିବାହ ପ୍ରତିବନ୍ଧକ କଷ୍ଟସାଧ୍ୟ ହେବ । ୧୮ ବର୍ଷ ପରେ ଶାରୀରିକ ସଂପର୍କ ରଖିପାରିବେ । କିନ୍ତୁ ବିବାହ କରିପାରିବେ ନାହିଁ । ଏହା ଦ୍ବନ୍ଦ ସୃଷ୍ଟି କରିବ । ୧୮ ରୁ ୨୧ ବର୍ଗଙ୍କ ପାଇଁ ପକ୍ସୋ ଆକ୍ଟରେ ଆସୁନଥିବାରୁ ଭୃଣ ହତ୍ୟା ବି ବଢିବ । ଫଳରେ ଏହାଦ୍ବାରା ଅବିବାହିତ ମାତୃତ୍ବ ଆଦି ସାଂଘାତିକ ସମସ୍ୟା ସୃଷ୍ଟି ହେବ ବୋଲି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ଆଶଂକା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.