ETV Bharat / city

Odisha Corona: ଦିନକରେ ୭୨୯୧ ପଜିଟିଭ ଚିହ୍ନଟ

author img

By

Published : Jan 24, 2022, 9:30 AM IST

Updated : Jan 24, 2022, 9:51 AM IST

ରାଜ୍ୟରେ ୨୪ ଘଣ୍ଟାରେ ୭ ହଜାର ୨୯୧ କୋରୋନା ପଜିଟିଭ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୨୧, ୬୦୮ରେ ପହଞ୍ଚିଛି । ଅଧିକ ପଢନ୍ତୁ

Odisha Corona: ଦିନକରେ ୭୨୯୧ ପଜିଟିଭ ଚିହ୍ନଟ
Odisha Corona: ଦିନକରେ ୭୨୯୧ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ ତଳ ମୁହାଁ ହେଉଛି କୋରୋନା ଗ୍ରାଫ । ୨୪ ଘଣ୍ଟାରେ ୭ ହଜାର ୨୯୧ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୯୫୪ କିଶୋର କିଶୋରୀ ରହିଥିବା ବେଳେ ୪୨୨୬ କ୍ବାରେଣ୍ଟାଇନ ସେଣ୍ଟର ଓ ୩୦୬୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଆଜି ରାଜ୍ୟରେ ୬ କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୦୫ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୧୮୩, ବାଲେଶ୍ବରରୁ ୩୪୩, ବରଗଡରୁ ୧୩୦, ଭଦ୍ରକରୁ ୯୭, ବଲାଙ୍ଗୀରରୁ ୨୧୮, ବୌଦ୍ଧରୁ୫୫, କଟକରୁ ୫୬୧, ଦେବଗଡରୁ ୬୨, ଢେଙ୍କାନାଳରୁ ୯୬, ଗଜପତିରୁ ୯୫ , ଗଞ୍ଜାମରୁ ୫୦, ଜଗତସିଂହପୁରରୁ ୧୨୧, ଯାଜପୁରରୁ ୨୦୩, ଝାରସୁଗୁଡାରୁ ୮୩, କଳାହାଣ୍ଡିରୁ ୧୭୩, କନ୍ଧମାଳରୁ ୯୮, କେନ୍ଦ୍ରାପଡାରୁ ୧୦୯, କେନ୍ଦୁଝରରୁ ୧୩୨, କୋରାପୁଟରୁ ୧୧୧, ମାଲକାନଗିରିରୁ ୫୭, ମୟୂରଭଞ୍ଜରୁ ୨୨୯, ନବରଙ୍ଗପୁରରୁ ୧୪୮, ନୟାଗଡରୁ ୨୯୨, ନୂଆପଡାରୁ ୧୬୦, ପୁରୀରୁ ୧୧୬, ରାୟଗଡାରୁ ୨୯୫, ସମ୍ବଲପୁରରୁ ୧୭୬, ସୋନପୁରରୁ ୨୮୨, ସୁନ୍ଦରଗଡରୁ ୬୪୬ ଓ ଷ୍ଟେଟପୁଲରୁ ୩୬୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୨୧, ୬୦୮ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 24, 2022, 9:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.