ETV Bharat / city

Odisha Corona: ଦିନକରେ 1020 ସଂକ୍ରମିତ ଚିହ୍ନଟ - ଓଡିଶା କୋରୋନା ସଂକ୍ରମଣ

ରାଜ୍ୟରେ ଗତ 24 ଘଣ୍ଟାରେ ପୁଣି 1020 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Corona: ଦିନକରେ 1020 ସଂକ୍ରମିତ ଚିହ୍ନଟ
Odisha Corona: ଦିନକରେ 1Odisha Corona: ଦିନକରେ 1020 ସଂକ୍ରମିତ ଚିହ୍ନଟ020 ସଂକ୍ରମିତ ଚିହ୍ନଟ
author img

By

Published : Jul 29, 2022, 9:27 AM IST

ଭୁବନେଶ୍ବର: ରାଜ୍ୟରେ ବେକାକୁ କୋରୋନା । ଗତ 24 ଘଣ୍ଟାରେ ପୁଣି 1020 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 597 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 423 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 195 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ନୂଆ ସଂକ୍ରମିତ ଜିଲ୍ଲାଙ୍କ ମଧ୍ୟରୁ ଖୋର୍ଦ୍ଧାକୁ ପାର କରିଛି ସୁନ୍ଦରଗଡ । ସୁନ୍ଦରଗଡରୁ 259 ସଂକ୍ରମିତ ରହିଥିବା ବେଳେ ଖୋର୍ଦ୍ଧାରୁ 158 ସଂକ୍ରମିତ ରହିଛନ୍ତି । ସେହିପରି ଅନୁଗୋଳରୁ 1, ବାଲେଶ୍ବର 23, ବରଗଡ 25, ଭଦ୍ରକରୁ 17, ବଲାଙ୍ଗୀରରୁ 25, ବୌଦ୍ଧରୁ 11, କଟକରୁ 52, ଦେବଗଡରୁ 8, ଗଜପତିରୁ 7, ଜଗତସିଂହପୁରରୁ13, ଯାଜପୁରରୁ 14, ଝାରସୁଗୁଡାରୁ 21, କଳାହାଣ୍ଡିରୁ 28, କନ୍ଧମାଳରୁ 17, କେନ୍ଦ୍ରାପଡାରୁ 12, କେନ୍ଦୁଝରରୁ 12, କୋରାପୁଟରୁ 16, ମୟୂରଭଞ୍ଜରୁ 71, ନବରଙ୍ଗପୁରରୁ19, ନୟାଗଡରୁ 27, ନୂଆପଡାରୁ 12, ପୁରୀରୁ 14, ରାୟଗଡାରୁ 9, ସମ୍ବଲପୁରରୁ 88, ସୋନପୁରରୁ 26 ଓ ଷ୍ଟେଟପୋଲରୁ 35 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13,11,135ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 6787ସକ୍ରିୟ ମାମଲା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.