ETV Bharat / city

ତଳମୁହାଁ ସଂକ୍ରମଣ, ଦିନକରେ 2602 ଆକ୍ରାନ୍ତ ଚିହ୍ନଟ

author img

By

Published : Jul 7, 2021, 9:20 AM IST

ଲଗାତାର କିଛି ଦିନ ହେବ ରାଜ୍ୟରେ ତଳମୁହାଁ ରହିଛି ସଂକ୍ରମଣ । ଆଜି(ବୁଧବାର) ରାଜ୍ୟରେ 2602 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 529ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଦିନକରେ 2602ନୂଆ ଆକ୍ରାନ୍ତ ଚିହ୍ନଟ
ଦିନକରେ 2602ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର । ଲଗାତାର କିଛି ଦିନ ହେବ ରାଜ୍ୟରେ ତଳମୁହାଁ ରହିଛି ସଂକ୍ରମଣ । ଆଜି(ବୁଧବାର) ରାଜ୍ୟରେ 2602ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 529ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ 1495 ଚିହ୍ନଟ ହୋଇଥିବାବେଳେ 1107 ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 999, ବାଲେଶ୍ବରରୁ 164,ବଲାଙ୍ଗୀରରୁ 5, ବରଗଡରୁ 13,ଭଦ୍ରକରୁ 95, ବୌଦ୍ଧରୁ 21, ଦେଓଗଡରୁ 5, କଟକରୁ 397,ଢେଙ୍କାନାଳରୁ 93, ଗଜପତିରୁ 9, ଗଞ୍ଜାମରୁ 8, ଜଗତସିଂହପୁରରୁ 91, ଯାଜପୁରରୁ 183, ଝାରସୁଗୁଡାରୁ 26ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି କଳାହାଣ୍ଡିରୁ 9,କନ୍ଧମାଳରୁ 20, କେନ୍ଦ୍ରପଡାରୁ 59, କେନ୍ଦୁଝରରୁ 72,କୋରାପୁଟରୁ 32, ମାଲକାନଗିରିରୁ 32, ମୟୂରଭଞ୍ଜରୁ 141, ନବରଙ୍ଗପୁରରୁ 18, ନୟାଗଡରୁ 62, ନୂଆପଡାରୁ 5,ପୁରୀରୁ 14, ରାୟଗଡାରୁ 33,ସମ୍ବଲପୁରରୁ 25,ସୋନପୁରରୁ 17,ସୁନ୍ଦରଗଡରୁ 64 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 101ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ସୁ୍ଦ୍ଧା ରାଜ୍ୟରେ 9ଲକ୍ଷ 29ହଜାର 755ଜଣ ସଂକ୍ରମିତ ହୋଇସାରିଛନ୍ତି । ରାଜ୍ୟରେ ବର୍ତ୍ତମାନ 28015 ଟି ସକ୍ରିୟ ମାମଲା ରହିଛି । ଏବେ ସୁଦ୍ଧା ରାଜ୍ୟରରେ 8ଲକ୍ଷ 97ହଜାର 362ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ସଂକ୍ରମଣ ସାମାନ୍ୟ କମିଥିଲେ ମଧ୍ୟ ବିପଦ ଟଳିନାହିଁ । ଏବେ ବି ସତର୍କତାର ଆବଶ୍ୟକତା ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.