ETV Bharat / city

ଓଡିଶାରେ ମାସ୍କ ବାଧ୍ୟତାମୂଳକ; 3 ଥର ନପିନ୍ଧିଲେ 200, ତାପରେ ଗଣିବେ 500 - corona updates odisha

ଆଜିଠାରୁ ରାଜ୍ୟରେ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ରାଜ୍ୟ ସରକାରଙ୍କୁ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଅଧିକ ପଢନ୍ତୁ...

odisha-makes-wearing-of-masks-compulsory-at-all-public-place
ଓଡିଶାରେ ମାସ୍କ ବାଧ୍ୟତାମୂଳକ, ନ ପିନ୍ଧିଲେ 3 ଥର 200, ତୃତୀୟ ଥର 500 ଗଣିବେ
author img

By

Published : Apr 9, 2020, 7:07 PM IST

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ରାଜ୍ୟ ସରକାରଙ୍କୁ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁମାନେ ଲଗାତର 3 ଥର ମାସ୍କ ନ ପିନ୍ଧିବେ, ସେମାନେ 200 ଟଙ୍କା ଲେଖାଏଁ ଜୋରିମାନା ଦେବେ । ଏହାପରେ ଯଦି ସେ ଏହାକୁ ଉଲ୍ଲଂଘନ କରନ୍ତି ତେବେ 500 ଟଙ୍କା ଜୋରିମାନା ଦେବାକୁ ପଡିବ । ଓଡିଶା କୋଭିଡ 19 ଅଧିନିୟମ 2020 ଆଧାରରେ ଏହି ନିର୍ଦ୍ଦେଶାନାମ ଜାରି କରାଯାଇଛି ।

ଓଡିଶାରେ ମାସ୍କ ବାଧ୍ୟତାମୂଳକ, ନ ପିନ୍ଧିଲେ 3 ଥର 200, ତୃତୀୟ ଥର 500 ଗଣିବେ

ମାସ୍କ ବାଧ୍ୟତାମୂଳକ କରିବାକୁ ନାପସନ୍ଦ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ‘ସରକାରଙ୍କ ଏଭଳି ନିର୍ଦ୍ଦେଶ ବର୍ତ୍ତମାନ ପରିସ୍ଥିତିରେ ଲାଗୁ କରିବା ଠିକ ନୁହେଁ ’। ଗ୍ରାମାଞ୍ଚଳରେ ଅନେକ ଲୋକ ରୋଜଗାର ବନ୍ଦ କରି ଘରେ ବସିଛନ୍ତି । ସେମାନଙ୍କ ପାଖରେ ଖାଦ୍ୟ ବି ନାହିଁ । ଏପରି କରିବାରୁ ସରକାର କ୍ଷାନ୍ତ ହୁଅନ୍ତୁ ବୋଲି ପିସିସି ସଭାପତି କହିଛନ୍ତି ।

odisha-makes-wearing-of-masks-compulsory-at-all-public-place
ଓଡିଶାରେ ମାସ୍କ ବାଧ୍ୟତାମୂଳକ, ନ ପିନ୍ଧିଲେ 3 ଥର 200, ତୃତୀୟ ଥର 500 ଗଣିବେ

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.