ETV Bharat / city

Reshuffle In OAS: OAS ସ୍ତରରେ ଅବଦଳବଦଳ - OAS ସ୍ତରରେ ଅବଦଳ ବଦଳ

ରାଜ୍ୟ ସରକାର OAS ସ୍ତରରେ ଏକ ଅବଦଳ ବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଧିକ ପଢନ୍ତୁ

OAS ସ୍ତରରେ ଅବଦଳ ବଦଳ
OAS ସ୍ତରରେ ଅବଦଳ ବଦଳ
author img

By

Published : Mar 31, 2022, 5:46 PM IST

ଭୁବନେଶ୍ବର: ଆଜି ରାଜ୍ୟ ସରକାର OAS ସ୍ତରରେ ଏକ ଅବଦଳ ବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, କଳ୍ପତରୁ ବେହେରା ହେଲେ କଟକ ମହାନଗର ନିଗମର ଅତିରିକ୍ତ କମିଶନର । ପୂର୍ବରୁ ସେ ଏସସିବି ମେଡିକାଲ ଏବଂ ହସ୍ପିଟାଲର ରେଜିଷ୍ଟ୍ରର ଥିଲେ । କଳ୍ପତରୁଙ୍କୁ ବଦଳି ପରେ ଏସସିବି ମେଡିକାଲ ଏବଂ ହସ୍ପିଟାଲର ରେଜିଷ୍ଟ୍ରର ହେଲେ ଅବିନାଶ ରାଉତ ।

ଅବିନାଶ ପୂର୍ବରୁ କଟକ ମହାନଗର ନିଗମର ଡେପୁଟି କମିଶନର ଥିଲେ । ଦିଲ୍ଲୀପ କୁମାର ମହାରଣା ହେଲେ ସାଧାରଣ ପ୍ରଶାସନ ବିଭାଗର ଓଏସଡି । ପୂର୍ବରୁ ସେ ପାରଳାଖେମୁଣ୍ଡିର ଉପ ଜିଲ୍ଲାପାଳ ଥିଲେ । ସେହିପରି ମାଲକାନଗିରିର ପ୍ରକଳ୍ପ ନିର୍ଦ୍ଦେଶ (ଆଡ଼ମିନ) ହୋଇଛନ୍ତି କ୍ଷୀରାଧି ବେହେରା । ମାଲକାନଗିରିର PA, ITDA ହୋଇଛନ୍ତି ତ୍ରିନାଥ ମାଝୀ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.