ETV Bharat / city

ଫନି ପ୍ରଭାବିତ ଉଠା ଦୋକାନୀଙ୍କୁ ମିଳିବ 10 ହଜାର

author img

By

Published : Jun 19, 2019, 11:22 PM IST

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ବର ଫନି ପ୍ରବାଭିତ ଉଠାଦୋକାନୀଙ୍କୁ ମିଳିବ 10 ହଜାର ଟଙ୍କା ସହାୟତା ଅର୍ଥ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀରେ ଥିବା ପ୍ରତ୍ୟେକ ଉଠା ଦୋକାନୀଙ୍କୁ ମିଳିବ ୧୦ ହଜାର ଟଙ୍କା । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଫନି ପ୍ରଭାବିତ ଭୁବନେଶ୍ବର ଉଠା ଦୋକାନୀଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ମିଳିବ । ଫନି କ୍ଷତ୍ରିଗ୍ରସ୍ତ ଭୁବନେଶ୍ବର ଉଠା ଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପାଖାପାଖି ୨୧ ହଜାର ଉଠା ଦୋକାନିଙ୍କୁ ମିଳିବ ଏହି ସହାୟତା । ଡିବିଟି ମାଧ୍ୟମରେ ଏହି ଟଙ୍କା ସିଧାସଳଖ ଦୋକାନୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ଏନେଇ ୱାର୍ଡ ଅଫିସରମାନେ ଉଠା ଦୋକାନୀଙ୍କ ଚିଠା ପ୍ରସ୍ତୁତ କରୁଛନ୍ତି । ୨୧ ହଜାରରୁ ଉର୍ଦ୍ଧ୍ବ ଉଠା ଦୋକାନୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର ହେବ ।

ସେମାନଙ୍କ ବ୍ୟାଙ୍କ ପାସବୁକର ଫ୍ରଣ୍ଟ ପେଜ କପି, ଆଧାର କାର୍ଡ ସଂଗ୍ରହ କରାଯାଉଛି । ଖୁବଶୀଘ୍ର ସେମାନଙ୍କ ଟଙ୍କା ଆକାଉଣ୍ଟରେ ଡିବିଟି ମାଧ୍ୟମରେ ଟ୍ରାନ୍ସଫର ହେବ ବୋଲି ବିଏମସି ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ଭୁବନେଶ୍ୱର ସହରର ଉଠା ଦୋକାନୀଙ୍କୁ ମିଳିବ ୧୦ ହଜାର।ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଫୋନି ପ୍ରଭାବିତ ଭୁବନେଶ୍ୱର ଉଠା ଦୋକାନୀଙ୍କୁ  ୧୦ ହଜାର ଟଙ୍କା ଆର୍ଥିକ ସହାୟତା ମିଳିବ।ପାଖାପାଖି ୨୧ ହଜାର ଉଠା ଦୋକାନିଙ୍କୁ ମିଳିବ ଏହି ସହାୟତା।ଡିବିଟି ମାଧ୍ୟମରେ ଏହି ଟଙ୍କା ସିଧା ସଳଖ ଦୋକାନୀଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଯିବ।

ଫୋନି କ୍ଷତ୍ରିଗ୍ରସ୍ତ ଭୁବନେଶ୍ୱର ଉଠା ଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି।ୱାର୍ଡ ଅଫିସର ମାନେ ଉଠା ଦୋକାନୀଙ୍କ ଚିଠା ପ୍ରସ୍ତୁତ କରୁଛନ୍ତି।୨୧ ହଜାର ରୁ ଉର୍ଦ୍ଧ୍ବ ଉଠା ଦୋକାନୀଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ଟଙ୍କା ଟ୍ରାନ୍ସଫର ହେବ।ସେମାନଙ୍କ ବ୍ୟାଙ୍କ ପାସ ବୁକର ଫ୍ରଣ୍ଟ ପେଜ କପି, ଆଧାର କାର୍ଡ ସଂଗ୍ରହ କରାଯାଉଛି।ଖୁବଶୀଘ୍ର ସେମାନଙ୍କ ଟଙ୍କା ଆକାଉଣ୍ଟ ରେ ଡିବିଟି ମାଧ୍ୟମରେ ଟ୍ରାନ୍ସଫର ହେବ ବୋଲି  ବିଏମସି ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.