ଭୁବନେଶ୍ବର: ଘୁଞ୍ଚିଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ । ବ୍ରଜରାଜନଗର ଉପନିର୍ବାଚନ ପାଇଁ ଘୁଞ୍ଚିଲା ଯୁକ୍ତ ଦୁଇ ପରୀକ୍ଷା । ମଇ 31 ତାରିଖରେ ହେବାକୁ ଥିବା ପରୀକ୍ଷା ଜୁନ 4 ତାରିଖରେ କରାଇବାକୁ ନିଷ୍ପତ୍ତି ନିଆଯାଇଛି । କଳା ବିଭାଗର ଗଣିତ, ଗୃହ ବିଜ୍ଞାନ ଏବଂ ବିଜ୍ଞାନ ବିଭାଗର ଗଣିତ ପରୀକ୍ଷା ଘୁଞ୍ଚିଛି । ପରୀକ୍ଷା ଘୁଞ୍ଚାଇବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
![ବ୍ରଜରାଜନଗର ଉପନିର୍ବାଚନ ପାଇଁ ବଦଳିଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ](https://etvbharatimages.akamaized.net/etvbharat/prod-images/od-bbsr-06-plustwo-exam-postpon-7206049_20052022181213_2005f_1653050533_162.jpg)
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ