ETV Bharat / city

220 ନୂଆ OAS ପଦବୀକୁ ଅନୁମୋଦନ - ଓଡିଶା ପ୍ରଶାସନିକ ସେବା

ଓଡିଶା ପ୍ରଶାସନିକ ସେବାରେ 220 ନୂଆ ପଦବୀ ସୃଷ୍ଟି କରାଗଲା । ଏନେଇ ଓଡିଶା ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

Odisha cabinet nod to create 220 new OAS posts
ଓଡିଶା ପ୍ରଶାସନିକ ସେବାରେ ସୃଷ୍ଟି କରାଗଲା 220 ନୂଆ ପଦବୀ
author img

By

Published : Jun 9, 2021, 9:00 PM IST

ଭୁବନେଶ୍ବର: ଓଡିଶା ପ୍ରଶାସନିକ ସେବା (ଓଏଏସ)ରେ 220 ନୂଆ ପଦବୀ ସୃଷ୍ଟି କରାଗଲା । ଏନଇ ଆଜି (ବୁଧବାର) କ୍ୟାବିନେଟ ବୈଠକରେ ପ୍ରସ୍ତାବକୁ ମଞ୍ଜୁରୀକୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଓଡିଶା ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥାକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ସରକାର ନୂତନ ପଦବୀ ସୃଷ୍ଟି କରିଛନ୍ତି । ଆଜି ରାଜ୍ୟ ସରକାର 220 ନୂତନ ଭାବରେ ଓଡିଶା ପ୍ରଶାସନିକ ସେବାର ପଦବୀ ସୃଷ୍ଟି କରିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.