ETV Bharat / city

Odisha Assembly: 3 ବର୍ଷରେ କେତେ ଗଛ କାଟିଛନ୍ତି ସରକାର ? - ବିଧାନସଭା ଖବର

3 ବର୍ଷ ଭିତରେ ରାସ୍ତା ନିର୍ମାଣ ଓ ପ୍ରସ୍ତତିକରଣ, କଳ କାରଖାନା ନିର୍ମାଣ ପାଇଁ ଜଙ୍ଗଲ ଜମିରୁ 2 ଲକ୍ଷ 21 ହଜାର 855 ଗଛ କଟାଯାଇଛି । ଅଧିକ ପଢନ୍ତୁ

OdishaAssembly
OdishaAssembly
author img

By

Published : Jul 5, 2022, 9:58 PM IST

ଭୁବନେଶ୍ବର: ରାଜ୍ୟରେ ଗତ 3 ବର୍ଷ ମଧ୍ୟରେ କେତେ ଗଛ କଟାଯାଇଛି ? କେଉଁଥି ପାଇଁ କେତେ ଗଛ କଟାଯାଇଛି? ରାସ୍ତା ପ୍ରସ୍ତିକରଣ ପାଇଁ କେତେ? କଳକାରଖାନା ପାଇଁ କେତେ? ଆଜି ଶୂନ୍ୟକାଳରେ ଏହି ପ୍ରଶ୍ନ ପଚାରି ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ଉତ୍ତର ମାଗିଥିଲେ ବିଜେପି ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ।

ଜବାବରେ ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି ଗତ, 3 ବର୍ଷ ଭିତରେ ରାସ୍ତା ନିର୍ମାଣ ଓ ପ୍ରସ୍ତତିକରଣ, କଳ କାରଖାନା ନିର୍ମାଣ ପାଇଁ ଜଙ୍ଗଲ ଜମିରୁ 2 ଲକ୍ଷ 21 ହଜାର 855 ଗଛ କଟାଯାଇଛି ।

ସେଥି ମଧ୍ୟରୁ ଶାଳ, ପିଆଶାଳ, ବାହାଡା,କଶି, କେନ୍ଦୁ, ଗଛ କଟାଯାଇଛି। ଏସବୁ ଗଛ ଓଡିଶା ବନ ଉନ୍ନୟନ ନିଗମ ପକ୍ଷରୁ କଟାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.