ETV Bharat / city

ରିଲିଜ ହେଲା ଓଡ଼ିଆ ମ୍ୟୁଜିକ 'ସ୍ମୃତି ବିଳାଶ' - ମ୍ୟୁଜିକ କ୍ୟାସେଟ ସ୍ମୃତି ବିଳାଶ

ଅକ୍ଷୟ ପରିଜା ପ୍ରଡକ୍ସନରେ ନିର୍ମିତ ହୋଇଥିବା ମ୍ୟୁଜିକ କ୍ୟାସେଟ ସ୍ମୃତି ବିଳାଶ ଆଜି ଭୁବନେଶ୍ବର ସ୍ଥିତ ଏକ ହୋଟେଲରେ ରିଲିଜ ହୋଇଯାଇଛି ।

akhaya parija production
ରିଲିଜ ହେଲା ଅକ୍ଷୟ ପରିଜା ପ୍ରଡକ୍ସନ ନିର୍ମିତ ଓଡ଼ିଆ ମ୍ୟୁଜିକ କ୍ୟାସେଟ 'ସ୍ମୁତି ବିଳାଶ'
author img

By

Published : Dec 8, 2019, 6:39 PM IST

ଭୁବନେଶ୍ବର: ଅକ୍ଷୟ ପରିଜା ପ୍ରଡକ୍ସନରେ ନିର୍ମିତ ହୋଇଥିବା ମ୍ୟୁଜିକ କ୍ୟାସେଟ ସ୍ମୃତି ବିଳାଶ ଆଜି ଭୁବନେଶ୍ବରସ୍ଥିତ ଏକ ହୋଟେଲରେ ରିଲିଜ ହୋଇଯାଇଛି । ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ତାରାକାନ୍ତ ପଣ୍ଡା ।

ରିଲିଜ ହେଲା ଅକ୍ଷୟ ପରିଜା ପ୍ରଡକ୍ସନ ନିର୍ମିତ ଓଡ଼ିଆ ମ୍ୟୁଜିକ କ୍ୟାସେଟ 'ସ୍ମୁତି ବିଳାଶ'

ଏହି ମ୍ୟୁଜିକ କ୍ୟାସେଟରେ 8ଟି ଗୀତ ରହିଛି । ଯେଉଁଥିରେ 6 ଟି ରୋମାଣ୍ଟିକ ଓ 2 ଟି ଇମୋସନାଲ ଗୀତ ରହିଛି । ତେବେ ଏଥିରେ ଥିବା ଗୀତ ଗୁଡିକ ଗାଇଛନ୍ତି ଗାୟିକା ସୋହାନୀ ମିଶ୍ର, ନାଜିଆ ଆଲାମ, ଇରା ମହାନ୍ତି, ତପୁ ମିଶ୍ର, ଅନ୍ତରା ଚକ୍ରବର୍ତ୍ତୀ ଏବଂ ଗାୟକ କରୁଣାକର ସେଠୀ, ଶସାଙ୍କ ସାହୁ, ଅଭିଜିତ ମିଶ୍ର । ସମସ୍ତ ଗୀତର ଲିରିକ୍ସ ଲେଖିଛନ୍ତି ପ୍ରବୀର ଦାସ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ରିଲିଜ ହେଲା ଓଡ଼ିଆ ମିୟୁଜିମ କ୍ୟାସେଟ ସ୍ମୁତି ବିଳାଶ।

ଅକ୍ଷୟ ପରିଜା ପ୍ରଡକ୍ଟସନ ର ବ୍ୟାନର ତଳେ ନିର୍ମିତ ହୋଇ ଥିବା ମିୟୁଜିମ କ୍ୟାସେଟ ସ୍ମୁତି ବିଳାଶ ଆଜି ଭୁବନେଶ୍ୱର ସ୍ତିତ ଏକ ହୋଟେଲ ରେ ରିଲିଜ ହୋଇଯାଇଚି। ସ୍ମୁତି ବିଳାଶ ମିୟୁଜିମ କ୍ୟାସେଟ ନିର୍ଦେଶନା ଦାଇତ୍ୱ ତୁଲାଇଛନ୍ତି ତାରକାନ୍ତ ପଣ୍ଡା। ଏହି ମୁୟୁଜିକ କ୍ୟାସେଟ ରେ 8 ଟି ଗୀତ ଥିବା ବେଳେ ଗାୟିକା ସେହାନି ମିଶ୍ର, ନାଜିଆ ଆଲାମ,ଇରା ମହାନ୍ତି, ତପୁ ମିଶ୍ର ଗାୟି ,ଅନ୍ତରା ଚକ୍ରବର୍ତ୍ତୀଥିବା ବେଳେ ଗାୟକ କରୁଣାକର ସେଠୀ, ଶସାଙ୍କ ସାହୁ, ଅଭିଜିତ ମିଶ୍ର, ଗୀତ ଗାଇଛନ୍ତି।8 ଟି ଗୀତ ରୁ 6 ଟି ରେମାଣ୍ଟିକ ଗୀତ ଥିବା ବେଳେ 2 ଟି ଦୁଃଖ ଭରା ଗୀତ ରହିଥିବାର ଜଣାପଡ଼ିଛି । ସମସ୍ତ ଗୀତର ଲିରିକ୍ସ ଲେଖିଛନ୍ତି ପ୍ରବୀର ଦାସ।

Body:ରିଲିଜ ହେଲା ଓଡ଼ିଆ ମିୟୁଜିମ କ୍ୟାସେଟ ସ୍ମୁତି ବିଳାଶ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.