ETV Bharat / city

ଆଇ ରାମବ୍ରହ୍ମମ କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ନୂତନ କୁଳପତି - ରାଜନୀତି ବିଜ୍ଞାନରେ ପିଏଚଡି

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୋରାପୁଟର ନୂତନ କୁଳପତି ନିଯୁକ୍ତ । ଏନେଇ କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ବିଭାଗରୁ ବିଜ୍ଞପ୍ତି  ପ୍ରକାଶ ପାଇଛି ।

new-vice-chancellor-appointed-at-central-university-of-odisha-koraput
ଫଟୋ ସୌଜନ୍ୟ : ସମ୍ବାଦଦାତା,ଭୁବନେଶ୍ବର
author img

By

Published : Dec 4, 2019, 8:40 AM IST

କୋରାପୁଟ: କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୋରାପୁଟରେ ନୂତନ କୁଳପତି ନିଯୁକ୍ତ । ପ୍ରଫେସର ଆଇ ରାମବ୍ରାହ୍ମମଙ୍କୁ ମିଳିଲା ଦାୟିତ୍ବ । ଆଗାମୀ ୫ ବର୍ଷ ପାଇଁ ଏହି ପଦବୀରେ ହେବ ଅବସ୍ଥାପିତ । ଏନେଇ କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ମନ୍ତ୍ରାଣାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ୟୁନିଭରସିଟି ଅଫ ହାଇଦ୍ରାବାଦରେ କାର୍ଯ୍ୟରତ ପ୍ରଫେସର ରାମବ୍ରାହ୍ମମଙ୍କୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୋରାପୁଟର ନୂତନ କୁଳପତି ଭାବରେ ନିଯୁକ୍ତ କରାଯାଇଛି । ସେ ୟୁନିଭରସିଟି ଅଫ ହାଇଦ୍ରାବାଦରୁ ରାଜନୀତି ବିଜ୍ଞାନରେ ପିଏଚଡି ଲାଭ କରିଛନ୍ତି । ଏଥି ସହ ରାଜନୀତି ବିଜ୍ଞାନ ଓ ପବ୍ଲିକ ଆଡମିନଷ୍ଟ୍ରେସନରେ ମଧ୍ୟ ଆନ୍ଧ୍ର ୟୁନିଭରସିଟି ବିଶାଖପାଟନମରୁ ଏମ ଡିଗ୍ରି ହାସଲ କରିଛନ୍ତି । ପବ୍ଲିକ ପଲିସି,ଇ ଗଭର୍ନାସ ,ଆଦି କ୍ଷେତ୍ରରେ ସେ ଅନେକ ବହି ଲେଖିବା ସହ ନିଜର ପାରଙ୍ଗମତା ଦେଖାଇଛନ୍ତି । ପୂର୍ବରୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୋରାପୁଟରେ ଶରତ କୁମାର ପାଲିତା କାର୍ଯ୍ୟକାରୀ କୁଳପତି ଭାବରେ ନିଯୁକ୍ତ ଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:କୋରାପୁଟ କେନ୍ଦ୍ରିୟ ବିଶ୍ବାବିଦ୍ଯାଳୟର ନୁତନ କୁଳପତି ଆଇ ରାମବ୍ରାହ୍ମମBody:

କୋରାପୁଟ କେନ୍ଦ୍ରିୟ ବିଶ୍ବାବିଦ୍ଯାଳୟର କୁଳପତି ନିଯୁକ୍ତ।ପ୍ରଫେସର ଆଇ ରାମବ୍ରାହ୍ମମ ଙ୍କୁ ମିଳିଲା ଦାୟିତ୍ବ।ଆଗାମି ୫ ବର୍ଷ ପାଇଁ ଏହି ପଦବିରେ ହେବ ଅବସ୍ଥାପିତ।ଏନେଇ କେନ୍ଦ୍ରିୟ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟରୁ ପ୍ରକାଶ ହୋଇଛି ବିଗ୍ଯପ୍ତି।ତେବେ ପ୍ରଫେସର ରାମବ୍ରାହ୍ମମ ଏବେ ୟୁନିଭରସିଟି ହାଇଦ୍ରାବାଦରେ କାର୍ଯରତ ଅଛନ୍ତି।ତେବେ ସେ ୟୁନିଭରସିଟି ଅଫ ହାଇଦ୍ରାବାଦରୁ ପଲଟିକାଲ ସାଇନସରେ ପିଏଚଡି ଲାଭ କରିଛନ୍ତି।ଏଥିସହ ପଲଟିକାଲ ସାଇନସ ଓ ପବ୍ଲିକ ଆଡମିନଷ୍ଟ୍ରେସନରେ ମଧ୍ଯ ଆନ୍ଧ୍ରା ୟୁନିଭରସିଟ ବିଶାଖପାଟନମରୁ ଏମ ଡିଗ୍ରି ହାସଲ କରିଛନ୍ତି।ପବ୍ଲିକ ପଲିସ,ଇ ଗଭର୍ନାସ ,ଆଦି କ୍ଷେତ୍ରରେ ସେ ଅନେକ ବହି ଲେଖିବା ସହ ନିଜର ପାରଙ୍ଗମତା ଦେଖାଇଛନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.