ETV Bharat / city

ଟ୍ବିନସିଟିରେ ସେସୁର ନୂଆ କାଉଣ୍ଟର, ଦୂର ହେବ ବିଲ ପୈଠ ସମସ୍ୟା - ଇଲେକ୍ଟ୍ରି ବିଲ ପୈଠ ସମସ୍ୟା

ଏୟାରଟେଲ କାଉଣ୍ଟରରେ ପୈଠ କରିହେବ ଇଲେକ୍ଟ୍ରି ବିଲ । କମ୍ପାନୀ ସହ ଚୁକ୍ତି କରି ଉଭୟ କଟକ ଭୁବନେଶ୍ବରରେ ଖୋଲିଲା 160ଟି କାଉଣ୍ଟର । ଅଧିକ ପଢନ୍ତୁ...

electricbill
ଏୟାରଟେଲ କାଉଣ୍ଟରରେ ଜମାହେବ ଇଲେକ୍ଟ୍ରି ବିଲ ପୈଠ
author img

By

Published : Jan 20, 2020, 8:41 PM IST

ଭୁବନେଶ୍ବର: ଟ୍ବିନସିଟିରେ ଖୋଲିଲା ସେସୁର ନୂଆ କାଉଣ୍ଟର । ଏୟାରଟେଲ ସହ ଚୁକ୍ତି କରି ଉଭୟ କଟକ ଭୁବନେଶ୍ବରରେ ଖୋଲିଛି 160ଟି କାଉଣ୍ଟର । ଉପଭୋକ୍ତାଙ୍କ ଟଙ୍କା ଭରିବାକୁ ନେଇ ସେସୁ କାର୍ଯ୍ୟାଳୟରେ ଭିଡକୁ ନେଇ ଏଭଳି ନିଷ୍ପତ୍ତି କରାଯାଇଛି ।

ଏୟାରଟେଲ କାଉଣ୍ଟରରେ ଜମାହେବ ଇଲେକ୍ଟ୍ରି ବିଲ ପୈଠ

ରାଜ୍ୟରେ ବଡ ସମସ୍ୟା ପାଲଟିଛି ସେସୁ କାର୍ଯ୍ୟାଳୟରେ ଟଙ୍କା ପୈଠ । କାରଣ ପୈଠ କରିବା ସମୟରେ ପ୍ରବଳ ଭିଡ ପରିଲିକ୍ଷିତ ହୋଇଛି । ଯାହାକୁ ସମାଧାନ କରିବାକୁ ସେସୁ ପକ୍ଷରୁ ଏହି ପ୍ରଚେଷ୍ଟା କରାଯାଇଛି । ରାଜ୍ୟରେ ସେସୁର 27 ଲକ୍ଷ ଗ୍ରାହକ ରହିଥିବା ବେଳେ 26 ଲକ୍ଷ ଗ୍ରାହକ କାର୍ଯ୍ୟାଳୟରେ ଟଙ୍କା ଭରୁଛନ୍ତି । ହେଲେ ବାକି 1 ଲକ୍ଷ ଲୋକ ଡିଜିଟାଲ ଉପରେ ନିର୍ଭର କରୁଛନ୍ତି।

ରାଜ୍ୟରେ ରହିଛି 10 ହଜାର କାଉଣ୍ଟର। ପ୍ରଥମ ପର୍ଯ୍ୟାୟରେ ଏୟାରଟେଲ ପକ୍ଷରୁ କଟକ ଭୁବନେଶ୍ବରରେ ୧୬୦ଟି କାଉଣ୍ଟରରେ ସେସୁର ବିଲ ପୈଠ କରିହେବ। ସେହିଭଳି ଭୁବନେଶ୍ବରରେ ରହିଛି 90ଟି କାଉଣ୍ଟର ଓ କଟକରେ ରହିଛି 70ଟି କାଉଣ୍ଟର । ଯାହା ଲୋକମାନଙ୍କ ପାଇଁ ସୁବିଧା ଯୋଗାଇ ଦେବାରେ ସାହାଯ୍ୟ କରିବ ଏୟାରଟେଲ କମ୍ପାନୀ । ଏଥି ମଧ୍ୟରେ ସେସୁ କାର୍ଯ୍ୟାଳୟରେ ଗ୍ରାହକ ମାନଙ୍କର ଭିଡ ନ ଲଗାଇ ମଧ୍ୟ ଏୟାରଟେଲ କାଉଣ୍ଟରରେ ଇଲେକ୍ଟ୍ରି ବିଲ ପୈଠ କରିପାରିବେ । ଏହା ଛଡା ମଧ୍ୟ ଡିଜିଟାଲ ମାଧ୍ୟମରେ ମଧ୍ୟ କରିପାରିବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:ଏୟାରଟେଲ କାଉଣ୍ଟରରେ କରିପାରିବେ ଇଲେକ୍ଟ୍ରି ବିଲ ପଇଠ।

କଟକ ଭୁବନେଶ୍ୱରରେ ସେସୁ ଖୋଲିଲା ନୂଆ କାଉଣ୍ଟର। ଯାହା ଏଆରଟେଲ ସହ ଚୁକ୍ତି କରି କଟକ ଭୁବନେଶ୍ୱରରେ ଖୋଲିଛି 160 ଟି କାଉଣ୍ଟର। କଷ୍ଟମର ଙ୍କର ଟଙ୍କା ଭରିବା କୁ ନେଇ ସେସୁ କାର୍ଯ୍ୟାଳୟରେ ଭିଡ କୁ ନେଇ ଏଭଳି ନିଷ୍ପତି କରାଯାଇଛି।

Body:

ରାଜ୍ୟରେ ବଡ ସମସ୍ୟା ସେସୁ କାର୍ଯ୍ୟାଳୟରେ ଟଙ୍କା ପଇଠ କରିବା ପାଇଁ ଲାଗୁଛି ଭିଡ। ହେଲେ ସେ ଭିଡକୁ ସମାଧାନ କରିବାକୁ ସେସୁ ଉଦ୍ୟମ କରୁଛି। ଯାହା ରାଜ୍ୟରେ ସେସୁ ର 27 ଲକ୍ଷ ଗ୍ରାହକ ରହିଥିବା ବେଳେ 26 ଲକ୍ଷ ଗ୍ରାହକ କାର୍ଯ୍ୟାଳୟ ରେ ଟଙ୍କା ଭରୁଛନ୍ତି। ହେଲେ ବାକି 1 ଲକ୍ଷ ଲୋକ ଡିଜିଟାଲ ଉପରେ ନିର୍ଭର କରୁଛନ୍ତି। ରାଜ୍ୟରେ ରହିଛି 10 ହଜାର କାଉଣ୍ଟର। ପ୍ରଥମ ପର୍ଯ୍ୟାୟରେ ଏଆରଟେଲ ପକ୍ଷରୁ କଟକ ଭୁବନେଶ୍ୱରରେ ୧୬୦ ଟି କାଉଣ୍ଟରରେ ସେସୁ ର ବିଲ ପଇଠ କରିହେବ। ଭୁବନେଶ୍ୱରରେ ରହିଛି 90 ଟି କାଉଣ୍ଟର ଓ କଟକରେ ରହିଛି 70 ଟି କାଉଣ୍ଟର। ଯାହା ଲୋକମାନଙ୍କ ପାଇଁ ସୁବିଧା ଯୋଗାଇ ଦେବାରେ ସାହାଯ୍ୟ କରିବ ଏୟାରଟେଲ କମ୍ପାନୀ। ଏଟି ମଧ୍ୟରେ ସେସୁ କାର୍ଯ୍ୟାଳୟରେ ଗ୍ରାହକ ମାନଙ୍କର ଭିଡ ନ ଲଗାଇ ମଧ୍ୟ ଏୟାରଟେଲ କାଉଣ୍ଟର ରେ ଇଲେକ୍ଟ୍ରି ବିଲ ପଇଠ କରିପାରିବେ। ଏହା ଛଡା ମଧ୍ୟ ଡିଜିଟାଲ ମାଧ୍ୟମରେ ମଧ୍ୟ କରିପାରିବେ ।

Byte- ମନୋଜ ସିଂ, ସେସୁ ଅଧିକାରୀ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.