ETV Bharat / city

ନୂତନ ଓଡିଶା ପ୍ରଭାରୀ ଚେଲ୍ଲା କୁମାରଙ୍କୁ କୋରୋନା

author img

By

Published : Sep 13, 2020, 4:10 PM IST

ଗତ ଶୁକ୍ରବାର ତାଙ୍କୁ ଓଡିଶା କଂଗ୍ରେସ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା ।

ନୂତନ ଓଡିଶା ପ୍ରଭାରୀ ଚେଲ୍ଲା କୁମାରଙ୍କୁ କୋରୋନା
ନୂତନ ଓଡିଶା ପ୍ରଭାରୀ ଚେଲ୍ଲା କୁମାରଙ୍କୁ କୋରୋନା

ହାଇଦ୍ରାବାଦ: ପ୍ରଦେଶ କଂଗ୍ରେସକୁ ଏଣ୍ଟ୍ରି ମାରଲା କୋରୋନା । ଓଡିଶା କଂଗ୍ରେସ ପାଇଁ ନୂତନ ଭାବେ ପ୍ରଭାରୀ ଦାୟିତ୍ବ ଦିଆଯାଇଥିବା ଚେଲ୍ଲା କୁମାର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ପଜିଟିଭ ନେଇ ସେ ନିଜ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ ଟେଷ୍ଟ କରାଇକୁ ସେ ପରାମର୍ଶ ଦେଇଛନ୍ତି । ଗତ ଶୁକ୍ରବାର ତାଙ୍କୁ ଓଡିଶା କଂଗ୍ରେସ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.