ETV Bharat / city

'ସାରା ଦେଶରେ ଶିଶୁ ପୃଷ୍ଟିହୀନତା କ୍ଷେତ୍ରରେ ଆଗରେ ଓଡିଶା'

author img

By

Published : Sep 26, 2019, 3:09 PM IST

ରାଜ୍ୟରେ କୁପୋଷଣ ନିରାକରଣ କ୍ଷେତ୍ରରେ ଅଙ୍ଗନବାଡି କର୍ମୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ସାରା ଦେଶରେ ଶିଶୁ ପୃଷ୍ଟିହୀନତା କ୍ଷେତ୍ରରେ ଓଡିଶା ରାଜ୍ୟ ଜାତୀୟ ସୂଚୀରେ ପ୍ରଥମ ରହିଛି ।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟରେ କୁପୋଷଣ ନିରାକରଣ କ୍ଷେତ୍ରରେ ଅଙ୍ଗନବାଡି କର୍ମୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ସାରା ଦେଶରେ ଶିଶୁ ପୃଷ୍ଟିହୀନତା କ୍ଷେତ୍ରରେ ଓଡିଶା ରାଜ୍ୟ ଜାତୀୟ ସୂଚୀରେ ପ୍ରଥମ ରହିଛି । ତେବେ ବିଗତ ତିନିବର୍ଷ ଭିତରେ ରାଜ୍ୟ ସରକାରଙ୍କ କାର୍ଯ୍ୟାନ୍ଵୟନ ଓ ଅଙ୍ଗନବାଡି କର୍ମୀଙ୍କ ପରିଶ୍ରମ ଯୋଗୁଁ ଏହି ପ୍ରତିଶତ 63 ପ୍ରତିଶତରୁ 37 ପ୍ରତିଶତକୁ କମିଛି । ଏହା ସତ୍ତ୍ବେ ମଧ୍ୟ ରାଜ୍ୟରେ 5ବର୍ଷରୁ କମ ବୟସର ଶିଶୁଙ୍କ ମୃତ୍ୟୁ ଓ କୁପୋଷଣରେ ସାରା ଦେଶରେ ସର୍ବାଗ୍ରେ ରହିଛି ।

ଏହାକୁ 37 ରୁ 7 ପ୍ରତିଶତକୁ ପହଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଶାବ୍ୟକ୍ତ କରିଛନ୍ତି ।
ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ଜାତୀୟ ପୋଷଣ ମାସ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହି ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିବା ସେ କହିଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଏଥିପାଇଁ ଯଥେଷ୍ଟ ପରିମାଣର ସଚେତନତା ଆବଶ୍ୟକ ଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା କହିଛନ୍ତି ଓଡିଶା ଶିଶୁ ଅଧିକାର ଆୟୋଗର ଅଧ୍ୟକ୍ଷା ସଂନ୍ଧ୍ୟାବତୀ ପ୍ରଧାନ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ କ୍ରୀଡା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ମହିଳା ଓ ଶିଶୁ ବିଭାଗ ଉପଦେଷ୍ଟା ସୁଲତା ଦେଓ ଓ ଅନ୍ୟମାନେ କୁପୋଷଣ ନିରାକରଣ ଦିଗରେ ନିଆଯାଉଥିବା ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ରାଜ୍ୟରେ କୁପୋଷଣ ନିରାକରଣ କ୍ଷେତ୍ରରେ ଅଙ୍ଗନବାଡି କର୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ସାରା ଦେଶରେ ଶିଶୁ ପୃଷ୍ଟିହୀନତା କ୍ଷେତ୍ରରେ ଓଡିଶା ରାଜ୍ୟ ଜାତୀୟ ସୂଚୀ ରେ ପ୍ରଥମ ରହିଛି।Body:ତେବେ ବିଗତ ତିନିବର୍ଷ ଭିତରେ ରାଜ୍ୟ ସରକାରଙ୍କ କାର୍ଯ୍ୟନ୍ଵୟନ ଓ ଅଙ୍ଗନବାଡି କର୍ମୀଙ୍କ ପରିଶ୍ରମ ଯୋଗୁ ଏହି ପ୍ରତିଶତ 63 ପ୍ରତିଶତ ରୁ 37 ପ୍ରତିଶତକୁ କମିଛି।ଏହା ସତ୍ତ୍ୱେ ମଧ୍ୟ ରାଜ୍ୟ 5ବର୍ଷରୁ କମ ବୟସ ର ଶିଶୁଙ୍କ ମୁର୍ତ୍ୟୁ ଓ କୁପୋଷଣ ରେ ସାରା ଦେଶରେ ସର୍ବାଗ୍ରେ ରହିଛି।ଏହାକୁ 37 ରୁ 7 ପ୍ରତିଶତ କୁ ପହଞ୍ଚାଇବା ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ଦାସ ଆଶାବ୍ୟକ୍ତ କରିଛନ୍ତି।
ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ଜାତୀୟ ପୋଷଣ ମାସ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହି ଲକ୍ଷ ହାସଲ ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିବା ସେ କହିଛନ୍ତି।ଏଥିପାଇଁ ଯଥେଷ୍ଟ ପରିମାଣର ସଚେତନତା ଆବଶ୍ୟକ ଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା କହିଛନ୍ତି ଓଡିଶା ଶିଶୁ ଅଧିକାର ଆୟୋଗର ଅଧକ୍ଷ୍ୟା ଶ୍ରୀମତୀ ସାଧ୍ୟବତୀ ପ୍ରଧାନ।ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥିଭାବେ ରାଜ୍ୟ ସୂଚନା ପ୍ରଯୁକ୍ତି ଏବଂ କ୍ରୀଡା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା,ମହିଳା ଓ ଶିଶୁ ବିଭାଗ ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ ଓ ଅନ୍ୟମାନେ କୁପୋଷଣ ନିରାକରଣ ଦିଗରେ ନିଆଯାଉଥିବା ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ।
ବାଇଟ-ମନ୍ତ୍ରୀ-ସମୀର ରଞ୍ଜନ ଦାସ,
ବାଇଟ-ସଂଧ୍ୟାବତୀ ପ୍ରଧାନ
ଭୁବନେଶ୍ୱର ରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.