ETV Bharat / city

ମାର୍ଚ୍ଚ ୨ରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଶ୍ରମ ଅଫିସ ଘେରାଉ - ମଜଦୁର କଂଗ୍ରେସର ଶ୍ରମ ଅଫିସ ଘେରାଉ

ନିର୍ମାଣ ଶ୍ରମିକଙ୍କ ସାମାଜିକ ସୁରକ୍ଷା ଓ ସହାୟତା ପାଇଁ ନିର୍ମାଣ ଆଇନ ସଂକ୍ରାନ୍ତୀୟ କେନ୍ଦ୍ରୀୟ ନିୟମାବଳୀ ରହିଛି । ହେଲେ ୧୯୯୮ରୁ ଏହି ଆଇନ କରାଯାଇଥିଲେ ମଧ୍ୟ ତାହା ଏଯାବତ ରାଜ୍ୟରେ କାର୍ଯ୍ୟକାରୀ ହେଉନାହିଁ କି ଏନେଇ କୌଣସି ଶ୍ରମିକ ପଞ୍ଜିକୃତ ବି ହେଉନାହିଁ । ଅଧିକ ପଢନ୍ତୁ...

ମାର୍ଚ୍ଚ ୨ରେ  ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଶ୍ରମ ଅଫିସ ଘେରାଉ

author img

By

Published : Feb 25, 2021, 9:29 PM IST

ଭୁବନେଶ୍ୱର : ନିର୍ମାଣ ଶ୍ରମିକଙ୍କ ସାମାଜିକ ସୁରକ୍ଷା ଓ ସହାୟତା ପାଇଁ ନିର୍ମାଣ ଆଇନ ସଂକ୍ରାନ୍ତୀୟ କେନ୍ଦ୍ରୀୟ ନିୟମାବଳୀ ରହିଛି । ହେଲେ ୧୯୯୮ରୁ ଏହି ଆଇନ କରାଯାଇଥିଲେ ମଧ୍ୟ ତାହା ଏଯାବତ ରାଜ୍ୟରେ କାର୍ଯ୍ୟକାରୀ ହେଉନାହିଁ କି ଏନେଇ କୌଣସି ଶ୍ରମିକ ପଞ୍ଜିକୃତ ବି ହେଉନାହିଁ । ଏହାକୁ ନେଇ ନିର୍ମାଣ ଶ୍ରମିକମାନେ ସେମାନଙ୍କର ଅଧିକାର, ସହାୟତା ଓ ସୁରକ୍ଷାରୁ ବଞ୍ଚିତ ହେଉଛନ୍ତି ।

ମାର୍ଚ୍ଚ ୨ରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଶ୍ରମ ଅଫିସ ଘେରାଉ

ତେଣୁ ସେମାନଙ୍କର ସମସ୍ୟାର ସମାଧାନ ପାଇଁ ଆସନ୍ତା ମାର୍ଚ୍ଚ ୨ ତାରିଖରେ ସାରା ଓଡ଼ିଶାର ସମସ୍ତ ଶ୍ରମ ଅଫିସ ଘେରାଓ କରିବ ରାଷ୍ଟ୍ରୀୟ ମଜଦୁର କଂଗ୍ରସ । କାରଣ ଏମାନଙ୍କୁ ସୁରକ୍ଷା ଓ ସହାୟତା ଦେବା ଓ କେତେ ଶ୍ରମିକ ଅଛନ୍ତି ତାର ପଞ୍ଜିକରଣ ଓ ପୁରୁଣାଙ୍କ ନବୀକରଣକୁ ନେଇ ସଂଘ ପକ୍ଷରୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଶ୍ରମ ମନ୍ତ୍ରୀ ଓ କମିଶନରଙ୍କୁ ଅନେକ ଥର ଦାବି ପତ୍ର ଦିଆଯାଇଛି । ହେଲେ କେହିବି ଏ ଦିଗ ପ୍ରତି ଦାୟିତ୍ୱ ସଂପନ୍ନ ହୋଇ ଧ୍ୟାନ ଦେଉନାହାଁନ୍ତି ।ତେଣୁ ସେମାନଙ୍କ ଓ ତାଙ୍କ ପିଲାମାନଙ୍କ ଶିକ୍ଷାଦାନ ପାଇଁ ଯେଉଁ ସହାୟତା ରାଶି ଘୋଷଣା କରଯାଇଥିଲା ତାହା ସରକାର ଦିଅନ୍ତୁ ବୋଲି ଦାବି କରିଛି ସଂଘ । ଯଦି ଆଗାମୀ ଦିନରେ ଅଫିସ ଘେରାଉ ସତ୍ୱେ ସରକାର ନ ଶୁଣନ୍ତି ଆଗାମୀ ଦିନରେ ବିଧାନସଭା ସହ ଶ୍ରମ ସଚିବଙ୍କ ଅଫିସ ଆଗରେ ଧାରଣାରେ ବସିବେ ବୋଲି କହିଛନ୍ତି ସଭାପତି ରାମ ଚନ୍ଦ୍ର କହିଛନ୍ତି ।

ଭୁବନେଶ୍ୱରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.