ETV Bharat / city

ନାବାଳିକା ଗଣଦୁଷ୍କର୍ମ ଘଟଣା, ଟିଭି ଚ୍ୟାନେଲର ଏମଡିଙ୍କୁ ପୁଣି ସମନ

ରାଜଧାନୀ ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଘଟଣାରେ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥାର ଏମଡ଼ିଙ୍କୁ ପୁଣି ସମନ କରିଛନ୍ତି ମହିଳା କମିଶନ।

minor girl rape case, Women Commission summoned to News channel MD
ନାବାଳିକା ଗଣଦୁଷ୍କର୍ମ ଘଟଣା, ଟିଭି ଚ୍ୟାନେଲର ଏମଡିଙ୍କୁ ପୁଣି ସମନ
author img

By

Published : Sep 22, 2020, 7:58 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଘଟଣାରେ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥାର ଏମଡ଼ିଙ୍କୁ ପୁଣି ସମନ କରିଛନ୍ତି ମହିଳା କମିଶନ। ଭୁବନେଶ୍ୱର ଡିସିପିଙ୍କ ଜରିଆରେ ରାଜ୍ୟ ମହିଳା କମିଶନ ନୋଟିସ କରିଛନ୍ତି । ଅକ୍ଟୋବର 1 ଦିନ 11 ଟାରେ ମହିଳା କମିଶନଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।

ନାବାଳିକା ଗଣଦୁଷ୍କର୍ମ ଘଟଣା, ଟିଭି ଚ୍ୟାନେଲର ଏମଡିଙ୍କୁ ପୁଣି ସମନ
ରାଜଧାନୀର ଗଣଦୁଷ୍କର୍ମ ଘଟଣାକୁ ନେଇ ଦିନକୁ ଦିନ ରହସ୍ୟ ବଢିବାରେ ଲାଗିଛି । ଗଣମାଧ୍ୟମ ସଂସ୍ଥାର ଏମଡ଼ିଙ୍କୁ ମହିଳା କମିଶନଙ୍କ ନିକଟରେ ପୁଣି ଥରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଗତ ସେପ୍ଟେମ୍ବର 21(ସୋମବାର) ମହିଳା କମିଶନଙ୍କ ନୋଟିସ ଅନୁସାରେ ସଂପୃକ୍ତ ଗଣମାଧ୍ୟମ ସଂସ୍ଥାର ଏମଡ଼ି ହାଜର ହୋଇଥିଲେ ମଧ୍ୟ ଶୁଣାଣି ସମୟରେ ଅନୁପସ୍ଥିତ ରହିଥିଲେ। ଫଳରେ ଶୁଣାଣି ହୋଇପାରି ନଥିଲା । ଏହାକୁ ନେଇ ମହିଳା କମିଶନ ମଙ୍ଗଳବାର ପୁଣି ଥରେ ସମନ କରିଛନ୍ତି।

ଭୁନେଶ୍ବରରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.