ETV Bharat / city

ନାବାଳିକାକୁ ଅସଦାଚରଣ ଘଟଣା: ଅଭିଯୁକ୍ତର ଟିଆଇ ପରେଡ କଲା ପୋଲିସ - ନାବାଳିକାକୁ ଅସଦାଚରଣ ଘଟଣା

ରାସ୍ତାରେ ନାବାଳିକାକୁ ଅସଦାଚରଣ ଘଟଣାରେ ଗିରଫ ଅଭିଯୁକ୍ତର ଟିଆଇ ପରେଡ୍‌ । ନାବାଳିକାକୁ ଅସଦାଚରଣ କରିଥିବା ସ୍ଥାନକୁ ନେଇ ଚିହ୍ନଟ କଲା କମିଶନରେଟ୍‌ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 31, 2019, 6:18 PM IST

ଭୁବନେଶ୍ବର: ରାସ୍ତାରେ ନାବାଳିକାକୁ ଅସଦାଚରଣ ଘଟଣାରେ ଗିରଫ ଅଭିଯୁକ୍ତର ଟିଆଇ ପରେଡ୍‌ । ନାବାଳିକାକୁ ଅସଦାଚରଣ କରିଥିବା ସ୍ଥାନକୁ ନେଇ ଚିହ୍ନଟ କଲା କମିଶନରେଟ୍‌ ପୋଲିସ । ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ମୁହଁରେ କଳା କପଡା ପିନ୍ଧାଇ ଟିଆଇ ପରେଡ କରିଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାନୁସାରେ, ଗତ 21 ତାରିଖରେ ଶବର ସାହି ଦେଇ ଜଣେ ନାବାଳିକା ଟ୍ୟୁସନ ଯାଉଥିବାବେଳେ ଜଣେ ବ୍ୟକ୍ତି ଏକ 2 ଚକିଆ ଗାଡିରେ ଆସି ନାବାଳିକା ସହ କଥା ହୋଇଥିଲା । ଏହା ପରେ କିଛି ବାଟ ଯିବା ପରେ ସେ ଉକ୍ତ ନାବାଳିକା ସହ ଅସଦାଚରଣ କରୁଥିବାର ନଜର ଆସିଥିଲା ।

ସିସିଟିଭି ଫୁଟେଜରେ ଅଭିଯୁକ୍ତ ଜଣକ ଅସଦାଚରଣ କରିଥିବାର ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଥିଲେ । ଯାହାକୁ ନେଇ ଲକ୍ଷ୍ମୀସାଗର ଥାନା ପୋଲିସ ନିଜ ପକ୍ଷରୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଗତକାଲି ସମ୍ପୃକ୍ତ ଯୁବକକୁ ଗିରଫ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ରାଜଧାନୀରେ ଯୌନ ପିପାସୁ,
କଳା କନା ପିନ୍ଧାଇ ବୁଲାଇଲା ପୋଲିସ
Body:
ଗିରଫ ପରେ ଯୌନ ପିପାସୁ ର ଟିଆଇ ପରେଡ।ଅସଦାଚରଣ କରିଥିବା ସ୍ଥାନକୁ ନେଇ ଚିହ୍ନଟ କଲା କମିସନରେଟ ପୋଲିସ। ଯେଉଁ ଯେଉଁ ସ୍ଥାନରେ ନାବାଳିକାକୁ ଅସଦାଚରଣ ସହ ଦୁର୍ବ୍ଯବବହାର କରିଥିଲା ସେହି ସବୁ ସ୍ଥାନକୁ ନେଇ ମୁହଁରେ କଳା କନା ପିନ୍ଧାଇ ଟିଆଇ ପରେଡ କରିଛି। ତେବେ ସିସିଟିଭିରେ ସେ ଅସଦାଚରଣ କରି ନିଜର ଯୌନ ଲାଳସା ପୁରଣ କରୁଥିବାକୁ ଉଦ୍ଯମବେଳେ ସିସିଟିଭିରେ କଏଦ ହୋଇଥିଲା ଚିତ୍ର। ଯାହାକୁ ନେଇ ଲକ୍ଷ୍ମିସାଗର ଥାନା ପୋଲିସ ନିଜ ଆଡୁ ମାମଲା ରୁଜୁ କକି ଘଟଣାର ତଦନ୍ତ ଆରମ୍ଭ କରିଥିଲା।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.