ETV Bharat / city

ଅଦିନିଆ ବର୍ଷାରେ ଚାଷ ନଷ୍ଟ ପ୍ରସଙ୍ଗ: ରାଜସ୍ବ ମନ୍ତ୍ରୀଙ୍କ ରିପୋର୍ଟ ତଲବ - ଅଦିନିଆ ବର୍ଷାରେ ଚାଷ ନଷ୍ଟ ପ୍ରସଙ୍ଗ

ରାଜ୍ୟର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ଜାରି ରହିଥିବାବେଳେ ଅମଳ ହୋଇଥିବା ଧାନ ଓ ଅନ୍ୟ ଫସଲ କ୍ଷୟକ୍ଷତି ହୋଇଛି ।

Minister sudam marandi reaction on bad crop issue due to irregular rain
ଅଦିନିଆ ବର୍ଷାରେ ଚାଷ ନଷ୍ଟ ପ୍ରସଙ୍ଗ; ରାଜସ୍ବ ମନ୍ତ୍ରୀଙ୍କ ରିପୋର୍ଟ ତଲବ
author img

By

Published : Jan 4, 2020, 2:59 PM IST

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ଜାରି ରହିଥିବାବେଳେ ଅମଳ ହୋଇଥିବା ଧାନ ଓ ଅନ୍ୟ ଫସଲ କ୍ଷୟକ୍ଷତି ହୋଇଥିଲା । ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

ଅଦିନିଆ ବର୍ଷାରେ ଚାଷ ନଷ୍ଟ ପ୍ରସଙ୍ଗ; ରାଜସ୍ବ ମନ୍ତ୍ରୀଙ୍କ ରିପୋର୍ଟ ତଲବ

ଅପରପକ୍ଷେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଏନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଏସଆରସିଙ୍କ ତରଫରୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ଯେଉଁଥିରେ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରିପୋର୍ଟ ଆସିବା ପରେ କେଉଁ ଜିଲ୍ଲାର କେତେ ପରିମାଣର କ୍ଷୟକ୍ଷତି ହୋଇଛି । କିଭଳି ଚାଷୀଙ୍କୁ ସହାୟତା କରାଯାଇପାରିବ ସେ ନେଇ ଆଲୋଚନା କରାଯିବା ସହ ତର୍ଜମା କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ରାଜ୍ୟର ବିଭିନ୍ନ ସ୍ତାନରେ ଅଦିନିଆ ବର୍ଷା ଫଳରେ ଅମଳ ହୋଇଥିବା ଧାନ ଓ ଅନ୍ୟ ଫସଲ କ୍ଷୟକ୍ଷତି ହେଉଥିବାର ଖବର ପ୍ରସାରଣ ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।Body:ଏନେଇ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି ଯେ ,
ଅଦିନିଆ ବର୍ଷା ପ୍ରସଙ୍ଗ।ରାଜସ୍ୱମନ୍ତ୍ରୀଙ୍କ ପ୍ରତିକ୍ରିୟା।ଏସ ଆର ସି ଙ୍କ ତରଫରୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି।କ୍ଷଯକ୍ଷତି ଆକଳନ କରି ରିପୋର୍ଟ ତୁରନ୍ତ ପ୍ରଦାନ କରିବାକୁ ନିର୍ଦ୍ଦେଶ।
Conclusion:କେଉଁ ଜିଲ୍ଲାର କଣ କ୍ଷୟକ୍ଷତି ହୋଇଛି, କିଭଳି ଚାଷୀ ମାନଙ୍କୁ ସହାୟତା କରାଯାଇପାରିବ ସେନେଇ ଆଲୋଚନା କରାଯିବ । ରିପୋର୍ଟ ଆସିବା ପରେ ତର୍ଜମା କରି ପଦକ୍ଷେପ ନିଆଯିବ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.