ETV Bharat / city

ଜୁଲାଇରେ ରାଜ୍ୟରେ ହେବ 9ଟି ଖଣି ନିଲାମ - ରାଜ୍ୟରେ ଖଣି ନିଲାମ ପ୍ରକ୍ରିୟା

ଆସନ୍ତା ଜୁଲାଇ ମାସରେ ରାଜ୍ୟରେ ଆରମ୍ଭ ହେବ 9ଟି ଖଣିର ନିଲାମୀ ପ୍ରକ୍ରିୟା । ଏନେଇ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି । ନିଲାମ ହେବାକୁ ଥିବା ଖଣି କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ରହିଥିବା ଜଣାପଡିଛି ।

mines auction in odisha, mines auction, central government notice for mines auction, mines auction process in odisha, bhuabaneswar latest news, ରାଜ୍ୟରେ ଖଣି ନିଲାମ, ଖଣି ନିଲାମ, ଖଣି ନିଲାମ ନେଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, ରାଜ୍ୟରେ ଖଣି ନିଲାମ ପ୍ରକ୍ରିୟା, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌
ଜୁଲାଇରେ ରାଜ୍ୟରେ ହେବ 9ଟି ଖଣି ନିଲାମ
author img

By

Published : Jun 15, 2020, 9:02 PM IST

ଭୁବନେଶ୍ବର: ଆସନ୍ତା ଜୁଲାଇ ମାସରେ ରାଜ୍ୟରେ ଆରମ୍ଭ ହେବ 9ଟି ଖଣିର ନିଲାମୀ ପ୍ରକ୍ରିୟା । ଏନେଇ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି । ନିଲାମ ହେବାକୁ ଥିବା ଖଣି କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ରହିଥିବା ଜଣାପଡିଛି । ସୁନ୍ଦରଗଡର ପୁରେଇବାହଲ ଲୁହାପଥର ଖଣି, ଚାନ୍ଦିପୋଷୀ, ଝୁମୁକା ପତ୍ରିପୋଷୀ, ଢୋଲଟା ପାହାଡ଼, ନେତ୍ରବନ୍ଧ ପାହାଡ଼ରେ ୱେଷ୍ଟ ଆଇରନ ବ୍ଲକ ରହିଥିବା ସୂଚନା ରହିଛି ।

ସେହିପରି କେନ୍ଦୁଝର ଜିଲ୍ଲାରେ ଉଞ୍ଚାବାଲି ମାଙ୍ଗାନିଜ ଓ ଆଇରନ ବ୍ଲକ, ଗନ୍ଧଲପଡା ଆଇରନ ଓର୍‌ ବ୍ଲକ, ରେଙ୍ଗାଳବେଡା ନର୍ଥ ଇଷ୍ଟ ଆଇରନ ଓର୍‌ ବ୍ଲକ, କାଳୀମାଟି ମାଙ୍ଗାନିଜ ବ୍ଲକ ରହିଛି । ଖଣି ନିଲାମ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଅତି କମରେ 5ଟି ନିଲାମୀର ଆବଶ୍ୟକତା ରହିଥିବା ଖଣିଭିତ୍ତିକ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏନେଇ ନୂଆ ଗାଇଡଲାଇନ ମଧ୍ୟ ଜାରି ହୋଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.