ETV Bharat / city

ଅଫେରା ରାଇଜରେ ରାଜେଶ୍ୱରୀ, ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ - ରାଜେଶ୍ୱରୀଙ୍କ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ ହେବ

ଦୀର୍ଘଦିନ ଧରି କ୍ୟାନ୍ସରରେ ପୀଡ଼ିତ ଥିବା ରାଜେଶ୍ବରୀ ଆଜି ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ପୁରୀ ସ୍ବର୍ଗଦ୍ବାରରେ ରାଜେଶ୍ବରୀଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ

ଅଫେରା ରାଇଜରେ ରାଜେଶ୍ୱରୀ, ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ

author img

By

Published : Jul 21, 2022, 1:39 PM IST

Updated : Jul 21, 2022, 2:31 PM IST

ଭୁବନେଶ୍ବର: ଅଫେରା ରାଇଜରେ ଓଡିଆ ଅଭିନେତ୍ରୀ ରାଜେଶ୍ବରୀ ରାୟ ମହାପାତ୍ର । ଦୀର୍ଘଦିନ ଧରି କ୍ୟାନ୍ସରେ ପୀଡ଼ିତ ରାଜେଶ୍ବରୀ ଆଜି ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି । ପୁରୀ ସ୍ବର୍ଗଦ୍ବାରରେ ରାଜେଶ୍ବରୀଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ବୋଲି ସୂଚନା ମିଳିଛି ।

ଅଫେରା ରାଇଜରେ ରାଜେଶ୍ୱରୀ, ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ

ତାଙ୍କ ମରଶରୀରକୁ ପ୍ରଥମେ ଭୁବନେଶ୍ବର ବାସଭବନ ଉତ୍କଳ ହାଇଟସ୍ ଅଣାଯାଇଛି । ସନ୍ଧ୍ୟାରେ ତାଙ୍କ ସାନ ଭାଇ ଆସିବା ପରେ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ ସମ୍ପନ୍ନ ହେବ । ୨୦୧୯ ମସିହାରେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ରାଜେଶ୍ବରୀ । କର୍କଟକୁ ହରାଇ ଜିତିବାକୁ ଦୃଢମନା ଥିଲେ । ହେଲେ ଆଜି ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ସେ ଜଣେ ଉଚ୍ଚକୋଟୀର ଅଭିନେତ୍ରୀ ଥିଲେ । ତାଙ୍କୁ ହରାଇ ସମଗ୍ର ସିନେ ଜଗତ ସ୍ତବ୍ଧ ହୋଇଛି । ଗତକାଲି ସେ ଅସୁସ୍ଥ ଅନୁଭବ କରିବାକୁ ତାଙ୍କୁ ପ୍ରଥମେ ବାଲେଶ୍ବର ଓ ପରେ ଭୁବନେଶ୍ବର ଅଣା ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Last Updated : Jul 21, 2022, 2:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.