ETV Bharat / city

ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା: ପୁଣି ଏସପ୍ଳାନେଡ ମଲ ସମ୍ମୁଖରେ ସାମ୍ବାଦିକଙ୍କ ବିରୋଧ ପ୍ରଦର୍ଶନ - journalist protest

ଭୁବନେଶ୍ବର ରସୁଲଗଡସ୍ଥିତ ଏସପ୍ଲାନେଡ ମଲରେ ମହିଳା ସାମ୍ବାଦିକାଙ୍କୁ ସଙ୍ଘବଦ୍ଧ ଆକ୍ରମଣ ହୋଇଥିଲା । ଘଟଣାରେ ମଲ ର ମ୍ୟାନେଜରଙ୍କୁ ଗିରଫର କିଛି ସମୟ ପରେ ପୁଣି ଛାଡି ଦିଆଯିବାରୁ ଏହାକୁ ବିରୋଧ କରି ପୁଣି ଆନ୍ଦୋଳନ କରିଛନ୍ତି ସାମ୍ବାଦିକ । ଅଧିକ ପଢନ୍ତୁ...

journalist protest
ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା
author img

By

Published : Dec 30, 2019, 12:21 PM IST

ଭୁବନେଶ୍ବର: ଗତ ଦୁଇ ଦିନ ତଳେ ରାଜଧାନୀରେ ଥିବା ଏସପ୍ଲାନେଡ ମଲରେ ଜଣେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ଆକ୍ରମଣ କରାଯାଇଥିଲା । ସପିଙ୍ଗ ମଲର କିଛି କର୍ତ୍ତୃପକ୍ଷ ସଙ୍ଘବଦ୍ଧ ଭାବରେ ଆକ୍ରମଣ କରିଥିବାର ଦେଖିବାକୁ ମିଳିଥିଲା । ଯାହାକୁ କେନ୍ଦ୍ରକରି ଗତକାଲି(ରବିବାର) ଠାରୁ ମଲ ସାମ୍ନାରେ ଅନେକ ସାମ୍ବାଦିକ ଏକତ୍ର ହୋଇ ଆନ୍ଦେଳାନ କରିଥିଲେ ।

ଏସପ୍ଳାନେଡ ମଲ ସମ୍ମୁଖରେ ଜାରି ରହିଛି ସାମ୍ବାଦିକଙ୍କ ବିରୋଧ ପ୍ରଦର୍ଶନ

ସକାଳୁ ରାତି ପର୍ଯ୍ୟନ୍ତ ସାମ୍ବାଦିକମାନେ ବିକ୍ଷୋଭ କରିବା ପରେ ଗତକାଲି ରାତିରେ ଏସପ୍ଳାନେଡର ମ୍ୟାନେଜର ଶ୍ୟାମା ଝା ଙ୍କୁ ପୋଲିସ ଗିରଫ କରିଥିଲା । କିନ୍ତୁ ଗିରଫର କିଛି ସମୟ ପରେ ତାଙ୍କୁ ବେଲ ମିଳିଯିବାର ଘଟଣା ସାମ୍ନାକୁ ଆସିବା ପରେ ଆଜି(ସୋମବାର) ପୁଣି ସାମ୍ବାଦିକ ମାନେ ଏକତ୍ର ହୋଇ ଆନ୍ଦୋଳନରେ ବସିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଆନ୍ଦେଳନ ରୁ ଓହରିଲେ ନାହିଁ ସାମ୍ବାଦିକ। ଆଜି ପୁଣି ଭୁବନେଶ୍ୱର ଏସପ୍ଳାନେଟ ମଲ ସମ୍ମୁଖ ରେ ବିରେଧ ପ୍ରଦର୍ଶନ।

ଦୁଇ ଦିନ ତଳେ ଭୁବନେଶ୍ୱର ର ସବୁଠାରୁ ବଡ଼ ସପିଙ୍ଗ ମଲ ର କିଛି କର୍ତ୍ତୃପକ୍ଷ ସଙ୍ଘବଧ ଭାବରେ ଆକ୍ରମଣ କରିଥିବାର ଦେଖିବା ମିଳିଥିଲା। ଯାହାକୁ କେନ୍ଦ୍ର କରି ଗତକାଲି ଠାରୁ ମଲ ସମ୍ନା ରେ ଅନେକ ସାମ୍ବାଦିକ ଏକତ୍ର ହୋଇ ଆନ୍ଦେଲନ କରିଥିଲେ । ସକାଳୁ ରାତି ପର୍ଯ୍ୟନ୍ତ ସାମ୍ବାଦିକ ମାନେ ବିକ୍ଷୋଭ କରିବା ପରେ ଗତ କାଲି ରାତି ରେ ଏସପ୍ଳାନେଟ ର ମ୍ୟାନେଜର ଶ୍ୟାମା ଝା ଙ୍କୁ ପୋଲିସ ଗିରଫ କରିଥିଲା। କିନ୍ତୁ ଗିରଫ ର କିଛି ସମୟ ରେ ତାଙ୍କୁ ବେଲ ମିଲିଯିବାର ଘଟିବା ସାମ୍ନା କୁ ଆସିବା ପରେ , ଆଜି ପୁଣି ସାମ୍ବାଦିକ ମାନେ ଏକତ୍ର ହୋଇ ଆନ୍ଦେଲନ ରେ ବସିଛନ୍ତି।Body:ଆନ୍ଦେଳନ ରୁ ଓହରିଲେ ନାହିଁ ସାମ୍ବାଦିକ। ଆଜି ପୁଣି ଭୁବନେଶ୍ୱର ଏସପ୍ଳାନେଟ ମଲ ସମ୍ମୁଖ ରେ ବିରେଧ ପ୍ରଦର୍ଶନ।

ଦୁଇ ଦିନ ତଳେ ଭୁବନେଶ୍ୱର ର ସବୁଠାରୁ ବଡ଼ ସପିଙ୍ଗ ମଲ ର କିଛି କର୍ତ୍ତୃପକ୍ଷ ସଙ୍ଘବଧ ଭାବରେ ଆକ୍ରମଣ କରିଥିବାର ଦେଖିବା ମିଳିଥିଲା। ଯାହାକୁ କେନ୍ଦ୍ର କରି ଗତକାଲି ଠାରୁ ମଲ ସମ୍ନା ରେ ଅନେକ ସାମ୍ବାଦିକ ଏକତ୍ର ହୋଇ ଆନ୍ଦେଲନ କରିଥିଲେ । ସକାଳୁ ରାତି ପର୍ଯ୍ୟନ୍ତ ସାମ୍ବାଦିକ ମାନେ ବିକ୍ଷୋଭ କରିବା ପରେ ଗତ କାଲି ରାତି ରେ ଏସପ୍ଳାନେଟ ର ମ୍ୟାନେଜର ଶ୍ୟାମା ଝା ଙ୍କୁ ପୋଲିସ ଗିରଫ କରିଥିଲା। କିନ୍ତୁ ଗିରଫ ର କିଛି ସମୟ ରେ ତାଙ୍କୁ ବେଲ ମିଲିଯିବାର ଘଟିବା ସାମ୍ନା କୁ ଆସିବା ପରେ , ଆଜି ପୁଣି ସାମ୍ବାଦିକ ମାନେ ଏକତ୍ର ହୋଇ ଆନ୍ଦେଲନ ରେ ବସିଛନ୍ତି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.